www.samajalive.in
Sunday, December 7, 2025
16.1 C
Bhubaneswar

ସନ୍ଧ୍ୟା ୫ଟା ମୁଖ୍ୟ ଖବର

ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ସୁମିତ କୁମାର

ଜମ୍ମୁ-କାଶ୍ମୀରର କୁଲଗାମରେ ବିଏସଏଫଙ୍କ ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ

- Advertisement -

୧୪ ମାସର ବକେୟା ଦରମା ନ ମିଳିଲେ ଆତ୍ମହୁତି ଦେବୁ ବୋଲି ଧମକ ଦେଲେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଖୁଟୁବାଇ ପଂଚାୟତରେ କାର୍ଯ୍ୟରତ ଜିଆରଏସ ଦମ୍ପତି 

ରାଜ୍ୟରେ ଆସନ୍ତା ୧୫ ତାରିଖରୁ ୧୭ ତାରିଖ ଯାଏ ଲଘୁଚାପ ବର୍ଷା ସମ୍ଭାବନା

ସୌମ୍ୟରଞ୍ଜନ ମହାପାତ୍ର  ମୃତ୍ୟୁ ମାମଲାକୁ ମାସେ ବିତିଲା, ଚକ୍କର କାଟି କାଟି ପୁଲିସ୍‌ ହାତ ଖାଲି

ଟୋକିଓ ଅଲିମ୍ପିକ୍ସ ୨୦୨୦ର ସିଲଭର ମେଡାଲିଷ୍ଟ ମୀରାବାଇ ଚାନୁଙ୍କ ଭେଟିଲେ ବଲିଉଡର ଭାଇଜାନ ସଲମାନ ଖାନ୍‌

ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାରର ଏକ ନୂତନ ଅତ୍ୟାଧୁନିକ ଅଟ୍ଟାଳିକା ଉଦ୍‌ଘାଟିତ

ଉତ୍ତରପ୍ରଦେଶର ବସ୍ତି ଜିଲାରେ ଗୋଟବା ବଜାର ନଗର ଥାନା ଅନ୍ତର୍ଗତ ରାଷ୍ଟ୍ରୀୟ ରାଜପଥରେ ସ୍ଥିତ କଟୟା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ

‘ଭାରତୀୟ ବିଶ୍ୱବିଦ୍ୟାଳୟଗୁଡିକୁ ନିଜର ଏକ ବ୍ରାଣ୍ଡ୍‍ ତିଆରି କରିବାକୁ ପଡିବ’ – ବିର୍ଲା ଗ୍ଲୋବାଲ ୟୁନିଭରସିଟିର କୁଳପତି ପ୍ରଫେସର (ଡଃ) ପି ପି ମାଥୁର

କଂଗ୍ରେସର ଅଫିସିଆଲ ଟ୍ୱିଟର ଆକାଉଣ୍ଟ ବନ୍ଦ ଅଭିଯୋଗ

କେନ୍ଦ୍ରାପଡା : ଖରସ୍ରୋତା ପ୍ରକଳ୍ପ ବିବାଦ ; ପୁଲିସ-ବିରୋଧୀ ମୁହାଁମୁହିଁ, ପୁଲିସ ବିରୋଧୀଙ୍କୁ ଅଟକାଇବାରୁ ଘଟଣାସ୍ଥଳରେ ଉତ୍ତେଜନା

ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ( ସତ୍ୟବାଦୀ ବନ ବିଦ୍ୟାଳୟ )ର ୧୧୩ତମ ପ୍ରତିଷ୍ଠା ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ; ମଞ୍ଚାସିନ ଅତିଥି, ବୃକ୍ଷ ରୋପଣ, ପଞ୍ଚସଖାଙ୍କୁ ମାଲ୍ୟାର୍ପଣ ଓ ଉତ୍କଳମଣିଙ୍କ ଶେଷ ନିଶ୍ୱାସ ତ୍ୟାଗସ୍ଥଳୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ

ଆଜି ଠାରୁ ସେବାୟତଙ୍କ ପରିବାରଙ୍କ ଶ୍ରୀଜିଉଙ୍କ ଦର୍ଶନ ; ଆସନ୍ତା ୨୩ ରୁ ସମସ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ

ରାଜ୍ୟରେ ଦିନକରେ  ୬୭ କରୋନା ସଂକ୍ରମିତଙ୍କର ମୃତ୍ୟୁ ;  ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୬୯୭ ;  ମୃତକଙ୍କ ମଧ୍ୟରେ କଟକ ଜିଲାରୁ ସର୍ବାଧିକ ୧୮

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୦୭ ନୂଆ କରୋନା ସଂକ୍ରମିତଙ୍କ ଚିହ୍ନଟ ; ସଂଗରୋଧରୁ ୬୪୬ ଏବଂ ସ୍ଥାନୀୟ ସଂକ୍ରମିତ ୪୬୧

ବୁଧବାର ଦିନକ ମଧ୍ୟରେ ରାଜ୍ୟରେ ୮୬୯ ଜଣ ସୁସ୍ଥ ; ରାଜ୍ୟରେ ଏପର୍ୟ୍ୟନ୍ତ ମୋଟ ୯୭,୩୫୭୯ ଜଣ କରୋନାରୁ ସୁସ୍ଥ

ସଂପ୍ରତି ରାଜ୍ୟରେ ୧୦୮୫୩ ସକ୍ରିୟ ସଂକ୍ରମିତ

ଦିଲ୍ଲୀରେ ଗଡିଲା ବିଦ୍ୟୁତ ଚାଳିତ ବସ

ଆଫଗାନ ସରକାରଙ୍କୁ ଭାରତ ଦାନ କରିଥିବା ହେଲିକପ୍ଟରକୁ ତାଲିବାନ ନେଇଗଲା

କିନ୍ନାଉର ଭୂସ୍ଖଳନ: ୧୫ ମୃତଦେହ ଉଦ୍ଧାର, ଆଉ ୨୦ ଏବେ ବି ନିଖୋଜ

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧,୧୯୫ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଦିନକ ମଧ୍ୟରେ ୩୯,୦୬୯ ଜଣ କରୋନାରୁ ସୁସ୍ଥ ; ମୋଟ ୩,୧୨,୬୦,୦୫୦ ଜଣ କରୋନା ରୋଗୀ ସୁସ୍ଥ

ଦେଶରେ ଆରୋଗ୍ୟ ହାର ୯୭.୪୫% ;  ଦେଶରେ ଦୈନିକ ସଂକ୍ରମଣ ହାର ୧.୯୪% ଓ ସାପ୍ତାହିକ ସଂକ୍ରମଣ ହାର ୨.୨୩%

ସଂପ୍ରତି ଦେଶରେ ୩,୮୭,୯୮୭ ଜଣ ସକ୍ରିୟ କରୋନା ସଂକ୍ରମିତ

ବୁଧବାର ସଂଧ୍ୟା ସୁଦ୍ଧା ଦେଶରେ ୪୮.୭୩ କୋଟି ନମୁନା ପରୀକ୍ଷା କରାଯାଇସାରିଥିବାବେଳେ ସେହି ସମୟ ମଧ୍ୟରେ ୫୨.୩୬ କୋଟି ପାନ ଟିକା ଦିଆଯାଇସାରିଛି

ଇଓଏସ-୦୩ ଉପଗ୍ରହ ଅଭିଯାନ ବିଫଳ; ଭୂସ୍ଥିର କକ୍ଷପଥରେ ପହଞ୍ଚିପାରିଲା ନାହିଁ

୧୬ ସୁଦ୍ଧା ମୌସୁମି ସ୍ବାଭାବିକ

ଆଜିଠାରୁ +୨ ନାମଲେଖା ଆବେଦନ

୨ ଲକ୍ଷ ୩୯ ହଜାର ହିତାଧିକାରୀଙ୍କୁ ଟିକା

ଶୀଘ୍ର କାବୁଲ ଅକ୍ତିଆର କରିପାରେ ତାଲିବାନ

ଆଜିଠାରୁ ଭାରତ-ଇଂଲଣ୍ଡ ୨ୟ ଟେଷ୍ଟମ୍ୟାଚ୍

୧୦୦ ପୁଲିସ କର୍ମଚାରୀ ମହାନିର୍ଦେଶକଙ୍କ ସମ୍ମାନ ପାଇଁ ମନୋନୀତ

୩୦ ସୁଦ୍ଧା ସବୁ ଜିଲାରେ ଆରଟି-ପିସିଆର ପରୀକ୍ଷାଗାର

ଆଜି ବିଶ୍ବ ହାତୀ ଦିବସ, ଦଶନ୍ଧିରେ ଗଲାଣି ୮୬୦ ହାତୀ ଓ ୯୨୧ ମଣିଷ ଜୀବନ

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories