www.samajalive.in
Sunday, December 7, 2025
26.1 C
Bhubaneswar

ବିଜେଡିର ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି

ଡେସ୍କ: ବିଜୁ ଜନତା ଦଳ ପକ୍ଷରୁ ଆଜି ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରାଯାଇଛି। ମୁଖ୍ୟମନ୍ତ୍ରୀ ତଥା ଦଳୀୟ ମୁଖ୍ୟ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜରିଆରେ ପ୍ରାର୍ଥୀମାନଙ୍କ ନାଁ ଘୋଷଣା କରିଛନ୍ତି। ବିଧାନସଭା ନିର୍ବାଚନ ପାଇଁ ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୨୭ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଥିବା ବେଳେ ଲୋକସଭା ପାଇଁ ତୃତୀୟ ପର୍ଯ୍ୟାୟରେ ଦଳ ଲୋକସଭା ପାଇଁ ୫ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।


ବିଜେଡି ଦ୍ୱାରା ବିଧାନସଭା ନିର୍ବାଚନ ନିମନ୍ତେ ଘୋଷିତ ପ୍ରାର୍ଥୀ ତାଲିକା:
୧. ବ୍ରଜରାଜନଗର – ଅଳକା ମହାନ୍ତି
୨. ଝାରସୁଗୁଡ଼ା – ଦୀପାଳି ଦାସ
୩. ତଳସରା – ବିନୟ କୁମାର ଟପ୍ପୋ
୪. ସୁନ୍ଦରଗଡ଼ – ଯୋଗେଶ ସିଂହ
୫. ରାଜଗାଙ୍ଗପୁର – ଅନୀଲ ବାର୍ଲା
୬. ବଣାଇ – ଭୀମସେନ ଚୌଧୁରୀ
୭. ଯଶୀପୁର – ଚକ୍ରଧର ହେମ୍ବ୍ରମ୍‌
୮. ଉଦଳା – ଶ୍ରୀନାଥ ସୋରେନ୍‌
୯. ବାରିପଦା – ସାନନ୍ଦ ମାରାଣ୍ଡି
୧୦. ବଡ଼ସାହି – ଅନସୂୟା ପାତ୍ର
୧୧. ମୋରଡ଼ା – ପ୍ରୀତିନନ୍ଦା କାନୁନଗୋ
୧୨. ସୋର – ମାଧବ ଧଡା
୧୩. ଆଠ ମଲିକ – ନଳିନୀ କାନ୍ତ ପ୍ରଧାନ
୧୪. ବୀରମହାରାଜପୁର – ପଦ୍ମନାଭ ବେହେରା
୧୫. ଖଡ଼ିଆଳ – ଅଧିରାଜ ପାଣିଗ୍ରାହୀ
୧୬. ଫୁଲବାଣୀ – ଜୟଶ୍ରୀ କହଁର
୧୭. ମାହାଙ୍ଗା – ଅଙ୍କିତ ପ୍ରତାପ ଜେନା
୧୮. ତିର୍ତ୍ତୋଲ – ରମାକାନ୍ତ ଭୋଇ
୧୯. ଜଗତସିଂହପୁର – ପ୍ରଶାନ୍ତ କୁମାର ମୁଦୁଲି
୨୦. ଭୁବନେଶ୍ୱର ଉତ୍ତର – ସୁଶାନ୍ତ କୁମାର ରାଉତ
୨୧. ଏକାମ୍ର – ଅଶୋକ ଚନ୍ଦ୍ର ପଣ୍ଡା
୨୨. ଖଲ୍ଲିକୋଟ – ସୂର୍ଯ୍ୟମଣି ବୈଦ୍ୟ
୨୩. ଆସିକା – ମଞ୍ଜୁଳା ସ୍ୱାଇଁ
୨୪. ବ୍ରହ୍ମପୁର – ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ
୨୫. ପାରଳାଖେମୁଣ୍ଡି – ରୂପେଶ ପାଣିଗ୍ରାହୀ
୨୬. ମୋହନା – ଅନ୍ତର୍ଯ୍ୟାମୀ ଗମାଙ୍ଗୋ
୨୭. ପଟାଙ୍ଗୀ – ପ୍ରଫୁଲ୍ଲ ପାଙ୍ଗୀ

- Advertisement -

ବିଜେଡି ଦ୍ୱାରା ଲୋକସଭା ନିର୍ବାଚନ ନିମନ୍ତେ ଘୋଷିତ ପ୍ରାର୍ଥୀ ତାଲିକା:
୧. ବଲାଙ୍ଗିର- ସୁରେନ୍ଦ୍ର ସିଂ ଭୋଇ
୨. ଭଦ୍ରକ- ମଞ୍ଜୁଲତା ମଣ୍ଡଳ
୩. ବରଗଡ଼- ପରିଣୀତା ମିଶ୍ର
୪. ବ୍ରହ୍ମପୁର- ଭୃଗୁ ବକ୍ସିପାତ୍ର
୫. କେନ୍ଦୁଝର – ଧନୁର୍ଜୟ ସିଦ୍ଧୁ

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories