www.samajalive.in
Saturday, December 6, 2025
23.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆଜି ଓଡିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ..

ପୁରୀରେ ମହାପ୍ରଭୁଙ୍କୁ କରିବେ ଦର୍ଶନ, ବିଜେପି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ୍..

- Advertisement -

ଆଜି ଗଞ୍ଜାମରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..

ଅକ୍ଷୟ ତୃତୀୟା : ବାସ୍ ଏହି ୫ଟଙ୍କିଆ ଜିନିଷ କିଣି ଆଣନ୍ତୁ, ଧନ ପାଇଁ ଆଉ ଚିନ୍ତା ରହିବ ନାହିଁ..

ଗୋପାଳପୁର ଓ ଆସ୍କାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ୍ , ଫୁଲବାଣୀରେ ବି ରହିଛି କାର୍ଯ୍ୟକ୍ରମ..

ଲକ୍ଷ୍ନୌ: ସେପ୍ଟିକ ଟାଙ୍କି ସଫେଇ ବେଳେ ଚାଲିଗଲା ୪ ଜଣଙ୍କ ଜୀବନ..

ଉତ୍ତରପ୍ରଦେଶର ଚନ୍ଦୌଲି ଜିଲା ଅନ୍ତର୍ଗତ କୋତୱାଲି ଅଞ୍ଚଳରେ ଘଟିଛି ଦୁଃଖଦ ଘଟଣା..

ଟାଙ୍କି ସଫେଇ ସମୟରେ ବିଷାକ୍ତ ଗ୍ୟାସ ପ୍ରଭାବରେ ଆସି ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା..

ନୂଆଦିଲ୍ଲୀ: ୨୫ କର୍ମଚାରୀଙ୍କୁ ଛଟେଇ କଲା ଏୟାର ଇଣ୍ଡିଆ..

ଅସୁସ୍ଥତା କାରଣ ଦର୍ଶାଇ ସମୂହ ଛୁଟିରେ ଥିଲେ କର୍ମଚାରୀ..

କମ୍ପାନୀ ଉପରେ ଅସନ୍ତୋଷ ପ୍ରକାଶ କରି କର୍ମଚାରୀମାନେ ସମୂହ ଛୁଟିରେ ଯାଇଥିବା ନେଇ ହୋଇଥିଲା ଚର୍ଚ୍ଚା..

ଝାରସୁଗୁଡ଼ାରେ ଚାଞ୍ଚଲ୍ୟ: ଖେଳ ପଡ଼ିଆରୁ ଉଦ୍ଧାର ହେଲା ୩ ମୃତଦେହ, ହତ୍ୟାର କାରଣ ଖୋଜୁଛି ପୁଲିସ୍..

ନୂଆଦିଲ୍ଲୀ: ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଆଜି ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ..

ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଦାନ କରିବେ ପୁରସ୍କାର..

ବ୍ରହ୍ମପୁରରେ ନାବାଳିକାକୁ ଗଣଦୁଷ୍କର୍ମ ଘଟଣା: ବ୍ରହ୍ମପୁର ଏସପି ଅଫିସ ଆଗରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ..

କିଛି ଅଭିଯୁକ୍ତଙ୍କୁ ପୁଲିସ୍ ଛାଡି ଦେଇଥିବା ଅଭିଯୋଗ, ବୁଧବାର ୫ ଜଣଙ୍କୁ ଗିରଫ କରିଥିଲା ବୈଦ୍ୟନାଥପୁର ପୁଲିସ୍..

ରୋଲ୍ ଖାଇବା ପୂର୍ବରୁ ଥରେ ଭାବନ୍ତୁ; ଖରାପ ଚିକେନ୍ ପ୍ରସ୍ତୁତ ରୋଲ୍ ଖାଇ ୧୯ ବର୍ଷୀୟ ଯୁବକ ମୃତ, ଦୋକାନୀ ଗିରଫ..

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories