ବାଲେଶ୍ଵର : ବାଲେଶ୍ଵର ଜିଲା ଫକୀରମୋହନ ନଗରରେ ଥିବା ଫୋଖରୀରୁ ମଙ୍ଗଳବାର ଜାଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ର ଜଣଙ୍କ ଯୁକ୍ତ ୩ରେ ପଢୁଥିବା ସୂଚନା ମିଳିଛି। କେହି ଜଣେ ଦୁର୍ବୃତ୍ତ ହତ୍ୟା କରି ଛାତ୍ରଙ୍କୁ ଫିଙ୍ଗିଦେଇଥିବା ମୃତ ଛାତ୍ରଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ।
Popular Categories



