www.samajalive.in
Sunday, December 7, 2025
26.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ମାଲକାନଗିରିରେ ଗାଡି ଯାଞ୍ଚ ବେଳେ କାରରୁ ୩୦ ଲକ୍ଷ ଟଙ୍କା ଜବତ..

ନିଆଳି ତାମ୍ପଡା ରଘୁନାଥପୁର ଗାଁରେ ଅଘଟଣ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘରେ ନିଆଁ ଲଗାଇଲେ ଦୁର୍ବୁତ୍ତ..

- Advertisement -

ମାଲକାନଗିରିରେ ଗାଡି ଯାଞ୍ଚ ବେଳେ କାରରୁ ଜବତ ହେଲା ୩୦ଲକ୍ଷ ଟଙ୍କା..

ଛତିଶଗଡ ସୀମାନ୍ତ ଚାଲାନଗୁଡା ନିକଟରେ ଯାଞ୍ଚ..

୨ଜଣଙ୍କୁ ପଚରାଉଚରା କରୁଛି ମାଲକାନଗିରି ପୁଲିସ..

ସାଢେ ୮ଟା ସୁଦ୍ଧା ୩୬ ଛୁଇଁଲା ତାପମାତ୍ରା..

୩୬ଡିଗ୍ରୀ ସହ ତାଳଚେର ସବୁଠୁ ଉତ୍ତପ୍ତ ସହର..

ବିବାହରେ ବିଳମ୍ବ ହେଉଛି କି? ଏହି ଉପାୟରେ ମାତ୍ର ଏକ ମାସରେ ହେବ ବିବାହ ଯୋଗ,ଧନର ଆଗମନ..

ଅନୁଗୁଳ ଓ ବାଲେଶ୍ୱରରେ ୩୫ ଡିଗ୍ରୀ, ଭୁବନେଶ୍ୱରରେ ୩୪.୨ ଡିଗ୍ରୀ..

ଜଗତସିଂହପୁର ୩୪, ଚାନ୍ଦବାଲି ୩୩.୮ ଡିଗ୍ରୀ, ଭଦ୍ରକ ୩୩.୭ଡିଗ୍ରୀ..

ହିଞ୍ଜିଳିରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,୨୪ ଲଢେଇ ପାଇଁ ଆଜି ଠାରୁ ନବୀନଙ୍କ ପ୍ରଚାର..

ପ୍ରଚାର ମଇଦାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..

ସମରଝୋଳଠାରେ ଜନସାଧାରଣଙ୍କୁ ନବୀନଙ୍କ ସମ୍ବୋଧନ..

ବାସ୍ ଏହି ସରଳ ଉପାୟରେ ଜାତକରେ ଦୂର ହେବ ଶନିଙ୍କ କୋପ, ମହାଦଶା..

ସାଢେ ୪କୋଟି ଓଡ଼ିଆ ମୋ ପରିବାର, ସେମାନଙ୍କ ପାଇଁ କାମ କରିଚାଲିଛି, ଶେଷ ଯାଏଁ କରିବି..

ଆପଣଙ୍କ ସ୍ନେହ, ସହଯୋଗ ପାଇଁ ଚିର ଋଣୀ- ମୁଖ୍ୟମନ୍ତ୍ରୀ

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories