ବିବାହରେ ବିଳମ୍ବ ହେଉଛି କି? ଏହି ଉପାୟରେ ମାତ୍ର ଏକ ମାସରେ ହେବ ବିବାହ ଯୋଗ,ଧନର ଆଗମନ..

ହିନ୍ଦୁ ଧର୍ମରେ ତଥା ଭାରତୀୟ ପରମ୍ପରାରେ ଗାଈର ଖୁବ୍ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ସହ ଧାର୍ମିକ ମହତ୍ତ୍ୱ ରହିଛି। ମାନ୍ୟତା ଅନୁଯାୟୀ, ଗାଈଙ୍କ ଠାରେ ସମସ୍ତ ଦେବୀଦେବତାଙ୍କ ବାସ ରହିଛି। ତେଣୁ ଗାଈ ପୂଜା ଦେବତାଙ୍କ ପୂଜା ସହ ସମାନ। ଗାଈଙ୍କୁ ଗୁଡ ଖାଇବାକୁ ଦେବା ଦ୍ୱାରା କାର୍ଯ୍ୟରେ ଥିବା ବାଧା ଦୂର ହୋଇଥାଏ। ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇଥାଏ। ବିଶେଷ କରି ଅବିବାହିତ ଯୁବକ-ଯୁବତୀ ଗାଈଙ୍କୁ ଗୁଡ ଖାଇବାକୁ ଦେବା ଦ୍ୱାରା ବିଳମ୍ବ ବିବାହ ସମସ୍ୟା … Continue reading ବିବାହରେ ବିଳମ୍ବ ହେଉଛି କି? ଏହି ଉପାୟରେ ମାତ୍ର ଏକ ମାସରେ ହେବ ବିବାହ ଯୋଗ,ଧନର ଆଗମନ..