ବାସ୍ ଏହି ସରଳ ଉପାୟରେ ଜାତକରେ ଦୂର ହେବ ଶନିଙ୍କ କୋପ, ମହାଦଶା..

ନବଗ୍ରହଙ୍କ ମଧ୍ୟରେ ଶନି ଜଣେ। ଜାତକରେ ଶନିଙ୍କ ଦୃଷ୍ଟି ତଥା କୁପ୍ରଭାବ ରହିଲେ, ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଏଭଳି କିଛି ଜ୍ୟୋତିଷ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହାର ପାଳନ କରିବା ଦ୍ୱାରା ଶନି ଦେବ ଶାନ୍ତ ହୋଇଥାଆନ୍ତି। ଶନି ଦେବତା କର୍ମ ଅନୁଯାୟୀ ଫଳ ପ୍ରଦାନ କରି ଥାଆନ୍ତି। ତେଣୁ ଶନିଦେବଙ୍କୁ କର୍ମର ଦେବତା ବୋଲି କୁହାଯାଏ। ମାତ୍ର ନବଗ୍ରହଙ୍କ ମଧ୍ୟରେ ଜାତକରେ ଶନିଙ୍କ ଦୃଷ୍ଟି ଅଧିକ ପ୍ରଭାବ ପକାଏ ବୋଲି … Continue reading ବାସ୍ ଏହି ସରଳ ଉପାୟରେ ଜାତକରେ ଦୂର ହେବ ଶନିଙ୍କ କୋପ, ମହାଦଶା..