www.samajalive.in
Sunday, December 7, 2025
18.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଜଗତସିଂହପୁର: ବାପାମା’ ସହ ଭଉଣୀକୁ ହତ୍ୟା କଲା ଭାଇ, ପାରିବାରିକ କାରଣରୁ ପଥରରେ ଛେଚି ଛେଚି ହତ୍ୟା..

ସଦର ଥାନା ଜୟବଡ଼ ଗାଁରେ ବିଭତ୍ସ ହତ୍ୟାକାଣ୍ଡ, ଅଭିଯୁକ୍ତ ପୁଅକୁ ଅଟକ ରଖିଲା ସଦର ଥାନା ପୁଲିସ, ଅଭିଯୁକ୍ତ +୨ରେ ପାଠ ପଢୁଥିବା ସୂଚନା..

- Advertisement -

ସମ୍ବଲପୁରରେ ଦୁର୍ଦ୍ଦାନ୍ତ ଅପରାଧୀ ମହେଶ କୁମାରକୁ ଏନକାଉଣ୍ଟର, ଅଇଁଠାପାଲି ଥାନା ଲମ୍‌‌ଡୁଙ୍ଗରୀ ନିକଟରେ ଏନକାଉଣ୍ଟର, ମହେଶର ବାମ ଗୋଡ଼ରେ ବାଜିଛି ଗୁଳି..

ଏମ୍‌ସ ଭୁବନେଶ୍ୱରର ଐତିହାସିକ ସଫଳତା, ଅଙ୍ଗଦାନ କରି ଦୁଇ ରୋଗୀଙ୍କୁ ନୂତନ ଜୀବନ ଦେଲେ ୧୬ ମାସର ଶିଶୁ..

ମାର୍ଚ୍ଚ ୫ରେ ଗଜକେସରୀ ରାଜଯୋଗ: ଏହି ରାଶିଙ୍କ ଆଉ ରହିବନି ଚିନ୍ତା, ହଠାତ୍‌ ହେବେ ଧନୀ, କିଣିବେ ଭୂମି,ଯାନ..

ନାବାଳିକାଙ୍କ ଗର୍ଭପାତ ବାବଦରେ ଗୁରୁତ୍ଵପୂର୍ଣ୍ଣ ରାୟ ଦେଲେ ହାଇକୋର୍ଟ: ପ୍ରଶାସନିକ ସ୍ତରରେ ଥିବା ପ୍ରତିବନ୍ଧକ ହଟାଇବା ସହ ୬ ମାସ ଏସଓପି ଜାରି କରିବାକୁ ସ୍ଵାସ୍ଥ୍ୟ ବିଭାଗକୁ ନିର୍ଦେଶ..

ମାର୍ଚ୍ଚରେ ତାତି ବଢାଉଛି ଚିନ୍ତା : ରାଜଧାନୀ ଦିନ ୧୧ଟାରୁ ୩ଟା ଭିତରେ ବାହାରେ କାମ ବନ୍ଦ ପାଇଁ ବିଏମସିର ନିଷ୍ପତ୍ତି..

ମାର୍ଚ୍ଚ ୫ ନୁହେଁ ଏପ୍ରିଲ ୨୪ରେ ପାଳିତ ହେବ ପଞ୍ଚାୟତିରାଜ ଦିବସ, ଆଡମ୍ବର ସହକାରେ ମାର୍ଚ୍ଚ ୫ ରେ ପାଳନ ହେବ ବିଜୁ ଜୟନ୍ତୀ, ରହିବନି ସରକାରୀ ଛୁଟି, ବିଜେଡି କହିଲା ଦୁର୍ଭାଗ୍ୟଜନକ..

ଦେଖନ୍ତୁ ଭିଡିଓ; ରାସ୍ତାରେ ଯାଉଥିଲେ ଯୁବକ, ହଠାତ୍‌ ସାମ୍ନାକୁ ଆସିଲା ମହାବଳ ବାଘ, ତା’ପରେ..

ରଥଯାତ୍ରାରେ ପୁରୀକୁ ଜଗିବ ଏଆଇ କ୍ୟାମେରା; ପ୍ରସ୍ତୁତି ସମ୍ପର୍କରେ ଶ୍ରଦ୍ଧାଳୁଙ୍କୁ ତଥ୍ୟଦେବ ସ୍ବତନ୍ତ୍ର ଆପ୍..

ବାରିପଦା: ଚାନ୍ଦୁଆ ଥାନା ଚାନ୍ଦୁଆ ଗାଁରେ ଜଘନ୍ୟ ହତ୍ୟାକାଣ୍ଡ, ବାପାକୁ ହତ୍ୟା ପରେ ମୁଣ୍ଡ କାଟିନେଲା ପୁଅ,
ବିଭତ୍ସ ଭାବେ ହତ୍ୟା ପରେ ବାପାର ମୁଣ୍ଡ ଧରି ଚମ୍ପଟ ମାରିଲା ସାନପୁଅ, ମା’କୁ ମଧ୍ୟ ମାରିବାକୁ ଉଦ୍ୟମ କରିଥିବା ସୂଚନା..

ପାରିବାରିକ କାରଣରୁ ହତ୍ୟାକାଣ୍ଡ, ଘଟଣାସ୍ଥଳରେ ପୁଲିସ..

ମୋ ବସ୍‌ ଦୁର୍ଘଟଣା ମାମଲା: କ୍ରୁଟ୍‌କୁ ରିପୋର୍ଟ ତଲବ..

ଚାମ୍ପିୟନ୍ସ ଟ୍ରଫି ସେମିଫାଇନାଲ: ଆଜି ଭାରତ-ଅଷ୍ଟ୍ରେଲିଆ ମହାଲଢେଇ, ଦୁବାଇରେ ସାମ୍ନାସାମ୍ନି ହେବେ ଦୁଇ ଶକ୍ତିଶାଳୀ ଟିମ୍..

କିଟ୍‌‌ ବିଶ୍ୱବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ମାମଲା ତଦନ୍ତ ପାଇଁ ଜାତୀୟ ମାନବ ଅଧିକାର ଆୟୋଗଙ୍କ ନିର୍ଦେଶ..

ରାଜା ଚକ୍ରଙ୍କ ୧୦ଟି ସ୍ଥାନରେ ଏକକାଳୀନ ରେଡ୍ , ଇଓଡବ୍ଲୁ ଓ ଏସଟିଏଫର ମିଳିତ ଚଢାଉ..

ପୂର୍ବତନ ବିଧାୟକଙ୍କ ଶ୍ୱଶୁରକୁ ହତ୍ୟା କଲେ ମାଓବାଦୀ..

ବିବାଦରେ ପିସିସି ସଭାପତି: ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ବେଢାରେ ଫଟୋ ଉଠାଇ ଛାଡିଲେ..

ମହିଳା ଦିବସରେ ବ୍ରହ୍ମପୁର ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ..

ଓଏସଏସସିର ଶାରୀରିକ ପରୀକ୍ଷା ବେଳେ ଟଳିପଡିଲେ ପରୀକ୍ଷାର୍ଥୀ..

ଏହି ସ୍ମାର୍ଟୱାଚ୍‌ ରୋକିବ ହୃଦଘାତ!

ଦୁଃଖଦ; ଦୌଡୁଥିଲେ..ଶାରୀରିକ ପରୀକ୍ଷା ବେଳେ ଟଳିପଡିଲେ ପରୀକ୍ଷାର୍ଥୀ

Hot this week

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

Related Articles

Popular Categories