ଦେଖନ୍ତୁ ଭିଡିଓ; ରାସ୍ତାରେ ଯାଉଥିଲେ ଯୁବକ, ହଠାତ୍‌ ସାମ୍ନାକୁ ଆସିଲା ମହାବଳ ବାଘ, ତା’ପରେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଅନେକ ଭିଡିଓ ଭାଇରାଲ୍‌ ହୋଇଥାଏ । ଯାହା ଆଶ୍ଚର୍ଯ୍ୟଚକିତ କରିଥାଏ । ନିକଟରେ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି, ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଏଠାରେ ଜଣେ ବାଇକ୍‌ ଆରୋହୀଙ୍କ ସାହସକୁ ଖୁବ୍‌ ପ୍ରଶଂସା କରାଯାଉଛି । ଭିଡିଓରେ ଦେଖିପାରିବେ, ଜଣେ ବ୍ୟକ୍ତି ନିଜ ବାଇକ୍‌ରେ ରାସ୍ତାରେ ଯାଉଛନ୍ତି । ହଠାତ୍‌ ସେହି ସମୟରେ ଏକ ବାଘ ରାସ୍ତା ଉପରକୁ … Continue reading ଦେଖନ୍ତୁ ଭିଡିଓ; ରାସ୍ତାରେ ଯାଉଥିଲେ ଯୁବକ, ହଠାତ୍‌ ସାମ୍ନାକୁ ଆସିଲା ମହାବଳ ବାଘ, ତା’ପରେ..