ଦୁଃଖଦ; ଦୌଡୁଥିଲେ..ଶାରୀରିକ ପରୀକ୍ଷା ବେଳେ ଟଳିପଡିଲେ ପରୀକ୍ଷାର୍ଥୀ

ସୁନ୍ଦରଗଡ : ପରୀକ୍ଷା ବେଳେ ଟଳିପଡିଲେ ପରୀକ୍ଷାର୍ଥୀ। ଏଭଳି ଏକ ଅଭାବନୀୟ ଘଟଣା ମଙ୍ଗଳବାର ସୁନ୍ଦରଗଡରେ ଘଟିଛି । ଓଏସଏସସିର ଶାରୀରିକ ପରୀକ୍ଷା ବେଳେ ଏହି ଅଘଟଣ ଘଟିଥିବା ମଙ୍ଗଳବାର ଖବର ମିଳିଛି । ଦୌଡୁ ଥିବା ବେଳେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଫରେଷ୍ଟଗାର୍ଡ, ଫରେଷ୍ଟର ଏବଂ ପ୍ରାଣୀଧନ ନିରୀକ୍ଷକ ପଦବୀ ପାଇଁ ଏହି ଶାରୀରିକ ପରୀକ୍ଷା କରାଯାଉଥିଲା । ମୃତକ ହେଉଛନ୍ତି ରାଉରକେଲାର ବ୍ୟାଚ୍‌ ନମ୍ବର ଏ୦୨ ପ୍ରବୀଣ କୁମାର ପଣ୍ଡା … Continue reading ଦୁଃଖଦ; ଦୌଡୁଥିଲେ..ଶାରୀରିକ ପରୀକ୍ଷା ବେଳେ ଟଳିପଡିଲେ ପରୀକ୍ଷାର୍ଥୀ