ଏହି ସ୍ମାର୍ଟୱାଚ୍‌ ରୋକିବ ହୃଦଘାତ!

ନୂଆଦିଲ୍ଲୀ : ବର୍ତ୍ତମାନ ସ୍ମାର୍ଟୱାଚ୍‌ କେବଳ ସମୟ ଜଣାଉନାହିଁ ବରଂ ଆପଣଙ୍କ ଜୀବନ ମଧ୍ୟ ରକ୍ଷା କରିପାରେ। ବୈଜ୍ଞାନିକ ଏପରି ଏକ ସ୍ମାର୍ଟୱାଚ୍‌ ତିଆରି କରିଛନ୍ତି, ଯାହା ହୃଦଘାତ ହେବା ପୂର୍ବରୁ ଏହାକୁ ଚିହ୍ନଟ କରି ସୂଚନା ଦେବ। ଏହି ଆଧୁନୀକରଣ ପାଇଁ ସମୟ ପୂର୍ବରୁ ଚେତାବନୀ ମିଳିବ। ଫଳରେ ଜଟିଳ ପରିସ୍ଥିତିରେ ମଧ୍ୟ ହସ୍ପିଟାଲର ସାହାଯ୍ୟ ନିଆଯାଇ ପାରିବ। ଏହି ଖବର ସେହିମାନଙ୍କ ପାଇଁ ଅଧିକ ଆଶ୍ୱସ୍ତିକର ଖବର ଯେଉଁମାନେ ହୃଦୟଜନିତ ସମସ୍ୟା, ରୋଗ ଭଳି … Continue reading ଏହି ସ୍ମାର୍ଟୱାଚ୍‌ ରୋକିବ ହୃଦଘାତ!