www.samajalive.in
Sunday, December 7, 2025
26.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଶ୍ରୀଜୀଉଙ୍କ ଦର୍ଶନ ଲାଗି ଆଜି ବି ପୁରୀରେ ଭକ୍ତଙ୍କ ଭିଡ: ସକାଳୁ ଶ୍ରୀମନ୍ଦିର ଆଗରେ ଲାଗିଛି ଲମ୍ବା ଲାଇନ୍..

ଜାଡରେ ଥରୁଛି ସାରା ଓଡିଶା : ରାଉଲକେଲା ସବୁଠୁ ଥଣ୍ଡା ସହର

- Advertisement -

ଓଡିଶା ଆସୁଛି ଡବଲ ଡେକର ବସ୍ : ମହାରାଷ୍ଟ୍ରରୁ ୫ଟି ଇଲେକ୍ଟ୍ରିକ୍ ବସ୍ ଆସୁଥିବା ସୂଚନା, ପ୍ରତି ବସ୍‌ ରେ ଡ୍ରାଇଭରଙ୍କୁ ମିଶାଇ ଯାତ୍ରା କରିବେ ୬୪ ଜଣ, କଟକ-ଭୁବନେଶ୍ଵର-ପୁରୀ ମଧ୍ୟରେ ଚଳାଚଳ ଯୋଜନା..

ଓଡିଶା ଆସୁଛନ୍ତି ହରିବାବୁ କମ୍ଭମ୍‌ପତି: ଭୁବନେଶ୍ଵରରେ ପହଞ୍ଚିବା ପରେ ପୁରୀ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କାର୍ଯ୍ୟକ୍ରମ , ଆସନ୍ତାକାଲି ନୂଆ ରାଜ୍ୟପାଳଙ୍କ ଶପଥ ଗ୍ରହଣ..

ନୂଆବର୍ଷ ୨୦୨୫ : ରାହୁ କରିବେ ଚଳନ, ଜାଣନ୍ତୁ ୧୨ ରାଶି ଉପରେ ପଡିବ କି ପ୍ରଭାବ..

ତାମିଲନାଡୁସ୍ଥିତ ରାମନାଥପୁରମ୍ ମେଡିକାଲ​‌ରେ ଭୟାବହ ଅଗ୍ନିକାଣ୍ଡ, ସୁରକ୍ଷିତ ରୋଗୀ..

ରାଜଧାନୀ ଭୁବନେଶ୍ଵରରେ ଜବରଦଖଲ ଉଚ୍ଛେଦକୁ ନେଇ ଅସନ୍ତୋଷ, ବାଣୀବିହାର ରାସ୍ତାପାର୍ଶ୍ବରୁ ଉଚ୍ଛେଦବେଳେ ଜେସିବି ଆଗରେ ବସିଲେ ଲୋକେ, ପ୍ରବାସୀ ଭାରତୀୟ ଦିବସ ଲାଗି ଚାଲିଛି ଉଚ୍ଛେଦ..

ରାଜଧାନୀରେ ଖଣ୍ଡାରେ ହାଣି ଯୁବକଙ୍କୁ ହତ୍ୟା,ରେଳ ଧାରଣାରେ ପଡିଛି କ୍ଷତାକ୍ତ ମୃତଦେହ..

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories