ନୂଆବର୍ଷ ୨୦୨୫ : ରାହୁ କରିବେ ଚଳନ, ଜାଣନ୍ତୁ ୧୨ ରାଶି ଉପରେ ପଡିବ କି ପ୍ରଭାବ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାହୁଙ୍କୁ ମାୟାବୀ ଗ୍ରହ ବୋଲି କୁହାଯାଏ । ରାହୁ ଗୋଟିଏ ରାଶିରେ ୧୮ ମାସ ରହି ଥାନ୍ତି । ବର୍ଷ ୨୦୨୫ ଖୁବ୍‌ ଖାସ୍‌ ଓ ମହତ୍ତ୍ୱପୂର୍ଣ୍ଣ । କାରଣ ଏହି ବର୍ଷ ରାହୁ ରାଶି ପରିବର୍ତ୍ତନ କରିବେ । ରାହୁ ବର୍ତ୍ତମାନ ମୀନ ରାଶିରେ ବିରାଜମାନ ରହିଥିବା ବେଳେ ୧୮ ମେ’ରେ କୁମ୍ଭ ରାଶିରେ ଚଳନ କରିବେ । କାରଣ ରାହୁ ସର୍ବଦା ଓଲଟା ଚଳନ କରି ଥାନ୍ତି । ୧୮ … Continue reading ନୂଆବର୍ଷ ୨୦୨୫ : ରାହୁ କରିବେ ଚଳନ, ଜାଣନ୍ତୁ ୧୨ ରାଶି ଉପରେ ପଡିବ କି ପ୍ରଭାବ..