ସିବିଏସ୍‌ଇ ପ୍ରଶ୍ନ ପତ୍ର ପ୍ରଘଟ ମାମଲାରେ  ୯ ଜଣ ନାବାଳକଙ୍କ ସହ ୧୨ ଜଣ ଗିରଫ

0

ନୂଆଦିଲ୍ଲୀ: ସିବିଏସ୍‌ଇ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଝାରଖଣ୍ଡ ପୁଲିସ ୯ ଜଣ ନାବାଳକଙ୍କ ସହ ମୋଟି ୧୨ ଜଣଙ୍କୁ ଗିରଫ କରିଛି ।ଝାରଖଣ୍‍ର ଛାତ୍ରାରେ ପୁଲସ ୯ ଜଣ ନାବାଳଙ୍କୁ ଅଟକ ରଖଥିବା ଛାତ୍ରା ଏସ୍‌ପି ସୂଚନା ଦେଇଛ୍ତି ଜୁଭେନାଇଲ୍‌ ଜଷ୍ଟିସ୍‌ ଆକ୍ଟ ଅନୁସାରେ ଏହି ନାବାଳକମାନଙ୍କୁ ଅଟକ ରଖାଯାଇ ପ୍ରଶ୍ନ ପତ୍ର ପ୍ରଘଟର ତଦନ୍ତ କରାଯାଉଛି ।

। ଛାତ୍ରାର ସଦର ଥାନାରେ ଏ ନେଇ ଏକ ମାମଲା ରୁଜୁ ହୋଇଥିଲା । ଏସ୍‌ଆଇଟି ଦ୍ୱାରା ଏହାର ତଦନ୍ତ କରାଯାଉଛି ।

Leave A Reply