mission shakti banner

ସେନାକୁ ମିଳିବ ଆଧୁନିକ ରାଇଫଲ୍, ଖର୍ଚ୍ଚ ହେବ ୫୩୬୬ କୋଟି

BSKY banner  750×100
0

ନୂଆଦିଲ୍ଲୀ: ସୀମାରେ ଅବସ୍ଥାପିତ ସେନାକୁ ଆଧୁନିକ ରାଇଫଲ ଯୋଗାଇବାକୁ କେନ୍ଦ୍ର ଉଦ୍ୟମ ଆରମ୍ଭ କରିଛନ୍ତି। ବିଶେଷକରି ଚୀନ ଓ ପାକିସ୍ତାନ ସୀମାରେ ମୁତୟନ ସେନାକୁ ଏହି ନୂଆ ରାଇଫଲ ଯୋଗାଇ ଦିଆଯିବ। ଏ ନେଇ ଟେଣ୍ଡର କାର୍ୟ୍ୟ ଆରମ୍ଭ ହୋଇଥିବା ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଜଣାପଡ଼ିଛି। ଯୋଜନା ଅନୁସାରେ ୭୨,୪୦୦ ଆସଲଟ ରାଇଫଲ, ୯୩,୮୯୫ ସିକ୍ୱୁବି କାରବାଇନ ଓ ୧୬,୪୭୯ ହାଲୁକା ମେସିନ ବନ୍ଧୁକ କିଣାଯିବ । ଏଥି ପାଇଁ ୫୩୬୬ କୋଟି ଟଙ୍କା ଖର୍ଚ୍ଚ ହେବ ।

Leave A Reply