www.samajalive.in
Saturday, December 6, 2025
14.1 C
Bhubaneswar

ପିଠି ଯନ୍ତ୍ରଣାର କାରଣ ଓ ଏହାର ନିରାକରଣ

ବହୁ ସମୟରେ ପିଠିରେ ହେଉଥିବା ଯନ୍ତ୍ରଣାକୁ ଆମେ ଅଣଦେଖା କରିଦେଉ। ପିଠିରେ ଯନ୍ତ୍ରଣା ହେବା ସମୟରେ ଆମେ ବିଭିନ୍ନ ପ୍ରକାରର ଔଷଧ ଲଗାଇ ଥାଉ। ବର୍ତ୍ତମାନ ସମୟରେ କମ ବୟସ୍କମାନଙ୍କର ମଧ୍ୟ ଏହି ସମସ୍ୟା ଅଧିକ ପରିମାରରେ ଦେଖିବାକୁ ମିଳୁଛି। ଏହାକୁ ଅଣଦେଖା କରିବା ଆଦୌ ଉଚିତ ନୁହେଁ। ଏହି ଯନ୍ତ୍ରଣା ବିଭିନ୍ନ କାରଣରୁ ହୋଇଥାଏ। ଜାଣନ୍ତୁ ଏହି ଯନ୍ତ୍ରଣାର କାରଣ ଓ ଏହାର ନିରାକରଣ ….
ବର୍ତ୍ତମାନର ଜୀବନଶୈଳୀ କାରଣରୁ ଏହି ସମସ୍ୟା ସୃଷ୍ଟି ହୋଇଥାଏ। ଅଧିକ ସମୟ ବସିବା,ବ୍ୟାୟାମ ନ କରିବା, ସଠିକ ପରିମାଣରେ ପୁଷ୍ଟିକର ଖାଦ୍ୟ ନ ଖାଇବା ଆଦି କାରଣରୁ ଏହି ସମସ୍ୟା ହୋଇଥାଏ।
ଏହି ସମସ୍ୟାରୁ ମୁକ୍ତି ପାଇବାର ଉପାୟ ….
ଅଧିକ ସମୟ ବସି ରୁହନ୍ତୁ ନାହିଁ। କିଛି ସମୟ ବସିବା ପରେ ଉଠି ଚଲାବୁଲା କରନ୍ତୁ।
ଯନ୍ତ୍ରଣା ହେବା ସମୟରେ ଔଷଧକୁ ଅଧିକ ମାଲିସ କରନ୍ତୁ ନାହିଁ।
ନିୟମିତ ଗୋଟିଏ ସ୍ଥାନରେ ଯନ୍ତ୍ରଣା ହେଉଥିଲେ, ନିଜ ଇଚ୍ଛା ଅନୁଯାୟୀ ଔଷଧର ବ୍ୟବହାର ନକରି ଡ଼ାକ୍ତର ପରାମର୍ଶ କରିବା ଆବଶ୍ୟକ ଅଟେ।
ନିୟମିତ ବ୍ୟାୟାମ କରନ୍ତୁ।
ନରମ ବିଛଣାରେ ଶୋଇବା ଆବଶ୍ୟକ।
ଶୋଇବା ସମୟରେ ଏକ ପ୍ରକାରର ନ ଶୋଇ ଭିନ୍ନ ଶୈଳୀରେ ଶୁଅନ୍ତୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories