ନିଆଁରେ ପୋଡ଼ି ହୋଇ ମହିଳା ଗୁରୁତର

0

ବ୍ରହ୍ମପୁର: ହିଞିଳି ଥାନା ଅନ୍ତର୍ଗତ ସମରଝୋଳ ଗାଁରେ ଅଘଟଣ। ନିଆଁରେ ପୋଡି ହୋଇ ଜଣେ ମହିଳା ଗୁରୁତର ହୋଇପଡିଛନ୍ତି। ସେ ହେଲେ କୃଷ୍ଣଚନ୍ଦ୍ର ସେଠୀଙ୍କ ସ୍ତ୍ରୀ ଭାଗ୍ୟଲତା । ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପୋଡି ହେବାର କାରଣ ଜଣାପଡ଼ିନାହିଁ। ଏ ନେଇ ଥାନାରେ କୌଣସି ଅଭିଯୋଗ ଆସି ନ ଥିବା ପୁଲିସ କହିଛି।

Leave A Reply