ଗୁଜରାଟ ରାଜ୍ୟପାଳଙ୍କ ବାସଭବନରୁ ଚୋରି

0

ନୋଏଡା: ସେକ୍ଟର -୫୦ସ୍ଥିତ ଗୁଜରାଟ ରାଜ୍ୟପାଳ ଓପି କୋହଲିଙ୍କ ବାସଭବନରୁ ଚୋରି ହୋଇଛି। ଶନିବାର ଦିନଦ୍ୱିପ୍ରହରେ ଘର ତାଲା ଭାଙ୍ଗି କେହି ଗହଣା ଏବଂ ଟଙ୍କା ଚୋରି କରିଥିବା ରାଜ୍ୟପାଳଙ୍କ ପୁଅ ଜଣାଇଛନ୍ତି। ଉକ୍ତ ଘରେ ରାଜ୍ୟପାଳଙ୍କ ଝିଅ ରିତୁ କୋହଲି ରହୁଛନ୍ତି ।
କିଛି ଦିନ ପୂର୍ବେ ଋୁତୁ କୋହଲି ଚାକିରି କାମରେ ବାହାରକୁ ଯାଇଥିଲେ। ଚୋରି ନେଇ ଅଭିଯୋଗ ପରେ ପୁଲିସ ପହଞ୍ଚି ଅନୁସନ୍ଧାନ ଚଳାଇଥିଲା।

Leave A Reply