mission shakti banner

ଏନଡିଏରୁ ଓହରିଲା ଜିଜେଏମ

BSKY banner  750×100
0

ନୂଆଦିଲ୍ଲୀ: ଗୋର୍ଖା ଜନମୁକ୍ତି ମୋର୍ଚ୍ଚା (ଜିଜେଏମ) ଇତିମଧ୍ୟରେ କେନ୍ଦ୍ରରେ କ୍ଷମତାସୀନ ଏନଡିଏରୁ ଓହରିଯିବାକୁ ଘୋଷଣା କରିଛି। ପଶ୍ଚିମବଙ୍ଗରେ ସ୍ୱତନ୍ତ୍ର ଗୋର୍ଖାଲାଣ୍ଡ ରାଜ୍ୟ ଗଠନ ଦାବି ପାଇଁ ଜିଜେଏମ ଲଢେଇ ଜାରି ରଖିଥିବାବେଳେ ବିଜେପି ସେମାନଙ୍କୁ ସହଯୋଗ କରୁନାହିଁ ବୋଲି ଦଳର ସାଂଗଠନିକ ମୁଖ୍ୟ ଏଲ.ଏମ.ଲାମ୍ବା ଅଭିଯୋଗ କରିଛନ୍ତି। ୨୦୦୯ ଲୋକସଭା ନିର୍ବାଚନରେ ଦାର୍ଜିଲିଂ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପି ପ୍ରାର୍ଥୀଙ୍କୁ ଜିଜେଏମ ପୂର୍ଣ୍ଣ ସମର୍ଥନ ଜଣାଇଥିଲା।

Leave A Reply