www.samajalive.in
Tuesday, December 9, 2025
15.1 C
Bhubaneswar

ଆମେରିକାରେ ଥିବା ଏକ ହିନ୍ଦୁ ମନ୍ଦିରରେ ଭଙ୍ଗା ରୁଜା ଅଭିଯୋଗ

ଓ୍ୱାଶିଂଟନ..- ଆମେରିକାର କେଣ୍ଟୁକି ରାଜ୍ୟର ଲୁଇସ୍‌ବେଲ୍‌ରେ ଥିବା  ଏକ ମନ୍ଦିରରେ କିଛି ଦୁର୍ବୃତ୍ତ ଭଙ୍ଗା ରୁଜା କରିଥିବା ଅଭିଯୋଗ ହୋଇଛି । ସେଠାରେ ଥିବା ସ୍ୱାମୀ ନାରାୟଣ ମନ୍ଦିରରେ ଏହି ଦୁର୍ବୃତ ମାନେ ଭଙ୍ଗାରୁଜା କରିବା ସହ ମୂର୍ତ୍ତୀ ଉପରେ କଳା ରଙ୍ଗ ଫିଙ୍ଗିଛନ୍ତି । ମଙ୍ଗଳବାର ରାତିରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି ।

ମନ୍ଦିରରେ ଥିବା ଝରକା ଭଙ୍ଗା ରୁଜା କରିବା ସହ ମନ୍ଦିର କାନ୍ଥରେ ଆପତ୍ତିଜନକ କଥା ଲେଖାଯାଇଥିବା ଦେଖିବାକୁ ମିଳିଥିଲା । ପୁଲିସ ଏବେ ଏହି ଘଟଣାର ତଦନ୍ତ କରୁଛି ।

- Advertisement -

ପୁଲିସ ଏହା ଏକ ଘୃଣ୍ୟ ମାମଲା ବିଚାର କରିବା ସହ ଏହାର ତଦନ୍ତ କରୁଛି । ଏହାର କୌଣସି ଭିଡିଓ ଚିତ୍ର ଉପଲବ୍ଧ ନାହିଁ । ଲୁଇସ୍‌ବେଲ୍‌ର ମେୟର ଏହି ଘଟଣାକୁ ନିନ୍ଦା କରିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories