www.samajalive.in
Sunday, December 7, 2025
14.1 C
Bhubaneswar

ଆଜି ବିଶ୍ୱ ରେଡ଼ିଓ ଦିବସ

ଆଜି ବିଶ୍ୱ ରେଡ଼ିଓ ଦିବସ ଅବସରରେ ବିଶ୍ୱର ଅନେକ ଦେଶରେ ଏହି ଦିବସ ଧୁମଧାମରେ ପାଳିତ ହେଉଛି। ୨୦୧୧ ମସିହା ଆଜିର ଦିନରେ ୟୁନେସ୍କୋର ସଭ୍ୟ ଦେଶମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହୁ ଦିବସକୁ ବିଶ୍ୱ ସ୍ତରରେ ପାଳନ ପାଇଁ ଜାତିସଙ୍ଘ ଏହାକୁ ମାନ୍ୟତା ଦେଇଥିଲା। ରେଡ଼ିଓ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ମାନବିକ ମୂଲ୍ୟବୋଧ ପ୍ରସାର ଦିଗରେ ଏକ ବଳିଷ୍ଠ ମାଧ୍ୟମ ବୋଲି ୟୁନେସ୍କୋ କହିଛି। ବିଶ୍ୱର ସର୍ବାଧିକ ଶ୍ରୋତାଙ୍କ ପାଖରେ ରେଡ଼ିଓ ପହଂଚି ପାରିଛି ଏବଂ ସମାଜରେ ବିବିଧତା ମଧ୍ୟରେ ଏକତାର ଭାବ ସୃଷ୍ଟି ସହ ସମସ୍ତଙ୍କୁ ଶୁଣିବା ଓ ପ୍ରତିନିଧିତ୍ବ ଅଧିକାର ଦେଇଛି।

ଚଳିତ ବର୍ଷ ବିଶ୍ୱ ରେଡ଼ିଓ ଦିବସର ବାର୍ତ୍ତା ରହିଛି ‘ରେଡ଼ିଓ ଓ ବିଶ୍ୱାସ’। ଚଳିତ ବର୍ଷ ରଏଟର ଦ୍ୱାରା ହୋଇଥିବା ସର୍ବେକ୍ଷଣରୁ ଜଣାପଡିଛି ଯେ ଆକାଶବାଣୀ ୧ ନମ୍ବର ଭରସାଯୋଗ୍ୟ ରେଡ଼ିଓ ମାଧ୍ୟମ ହୋଇପାରିଛି। ବିଶ୍ୱର କୋଣ ଅନୁକୋଣରେ ବସବାସ କରୁଥୁବା ଲୋକଙ୍କ ପାଇଁ ରେଡ଼ିଓ ଏକ ଭରସାଯୋଗ୍ୟ ମାଧ୍ୟମ ହୋଇପାରିଛି ହୋଇପାରିଛି।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories