www.samajalive.in
Saturday, December 6, 2025
26.1 C
Bhubaneswar

ସାହାଜପାଲରେ ଏସବିଆଇ ଏଟିଏମ୍ ଅଚଳ 

ବାଉଁଶୁଣି : ବୌଦ୍ଧ ବ୍ଲକ ତାଳସରଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାହାଜପାଲରେ ଏସବିଆଇ ଏଟିଏମ୍ ଆଜକୁ ୧୫ ଦିନରୁ ଉର୍ଦ୍ଧ ହେବ ଅଚଳ ହୋଇ ପଡ଼ିଛି। ଏଟିଏମ୍ ଅଚଳ ହୋଇ ପଡିଥିବା ଯୋଗୁଁ ଟଙ୍କା ଉଠାଣ କାରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଏହି ଛକ ଉପରେ ନିର୍ଭର କରୁଥିବା ବ୍ୟବସାୟୀ, ସରକାରୀ କର୍ମଚାରୀ, ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀମାନେ ଆଜକୁ ୧୫ଦିନ ହେବ ହଇରାଣ ହରକତ ହେଉଛନ୍ତି। ଟଙ୍କା ଉଠାଇବା ପାଇଁ ହେଲେ ୧୦ କିଲୋ ମିଟର ଦୂରରେ ଥିବା ଜହ୍ମାପଙ୍କ ଓ ବାଉଁଶୁଣି ଏଟିଏମ୍ ଯିବାକୁ ପଡିଥାଏ। ଏହି ସ୍ଥାନରୁ ସାହାଜପାଲ ଅଞ୍ଚଳକୁ ଦୁରବାଟ ହେଉଥିବାରୁ ଟଙ୍କା ଧରି ଯିବା ଆସିବା କରିବା ପାଇଁ ଦୃର୍ବୁତ୍ତ ମାନଙ୍କ କଥା ଶୁଣି ଭୟ ଆସେ । ତୁରନ୍ତ ଏ ସାହାଜପାଲ ଅଚଳ ଏଟିଏମ୍ କୁ ସଜାଡ଼ିବା ପାଇଁ ସାଧାରଣରେ ଦାବୀ ହେଉଛି ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories