www.samajalive.in
Saturday, December 6, 2025
23.1 C
Bhubaneswar

ଦେଖନ୍ତୁ ଭିଡିଓ.. ଗୋଟିଏ ହାତୀକୁ ଘେରିଲେ ୫ ପର୍ଯ୍ୟଟକ ଗାଡି; ତା’ପରେ ହାତୀ କଲା ଏମିତି..

ନୂଆଦିଲ୍ଲୀ : ଅନେକ ସମୟରେ ସୋସିଆଲ ମିଡିଆରେ ଜଙ୍ଗଲ ସଫାରୀର ଅନେକ ଭିଡିଓ ଭାଇରାଲ ହୋଇଥାଏ। ମାତ୍ର ନିକଟରେ ଭାଇରାଲ ହେଉଥିବା ଏକ ଭିଡିଓ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଭିଡିଓରେ ଦେଖାଯାଉଛି, ପର୍ଯ୍ୟଟକ ଭର୍ତ୍ତି ହୋଇଥିବା ଅନେକ ସଫାରୀ ଜିପ୍ ଚାରି ଆଡୁ ହାତୀକୁ ଘେରି ଯାଉଛି। ହାତୀକୁ ଦେଖି ପର୍ଯ୍ୟଟକ ଜୋରରେ ପାଟି କରିଥିଲେ। ନିକଟରେ ଏତେ ଲୋକଙ୍କୁ ଦେଖି ସେମାନଙ୍କ ଚିତ୍କାର ଶୁଣି ହାତୀ ବ୍ୟସ୍ତ ହୋଇଯିବା ସହ ସାମ୍ନାରେ ଥିବା ଏକ ଜିପକୁ ଶୁଣ୍ଢ ଦ୍ୱାରା ଟାଣି ସେଠାରୁ ହଟାଇ ଦେଉଛି। ମାତ୍ର ଏହି ଘଟଣାରେ କେହି ଆହତ ହୋଇ ନାହାଁନ୍ତି। ହାତୀ କାହାରିକୁ ଆକ୍ରମଣ କରି ନାହିଁ। କିଛି ସମୟ ପରେ ସେହି ସ୍ଥାନରୁ ପଳାଉଥିବା ଦେଖାଯାଉଛି।


ଭିଡିଓକୁ ଜଣେ ବ୍ୟକ୍ତି ଏକ୍ସରେ ଶେୟାର କରିଛନ୍ତି। ଯାହାକୁ ହଜାର ହଜାର ଲୋକେ ଦେଖି ସାରିଲେଣି। ଖବର ଅନୁଯାୟୀ, ଏହି ଭିଡିଓ ଜିମ କର୍ବେଟ ନ୍ୟାସନାଲ ପାର୍କରୁ ବୋଲି କୁହାଯାଉଛି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories