www.samajalive.in
Saturday, December 6, 2025
16.1 C
Bhubaneswar

ମିଳିନି ଆଶ୍ୱସ୍ତି; ଦିନ ସାଢେ ୨ଟା ସୁଦ୍ଧା ୪୨ ଡିଗ୍ରୀ ଟପିଲା

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଅସହ୍ୟ ତାତି। ଶୁକ୍ରବାର ଦିନ ସାଢେ ୨ଟା ସୁଦ୍ଧା ସମ୍ବଲପୁରର ସର୍ବାଧିକ ତାପମାତ୍ରା ୪୨.୫ ଡିଗ୍ରୀ ରେକର୍ଡ କରାଯାଇଛି। ଝାରସୁଗୁଡା ୪୨.୧ ଡ଼ିଗ୍ରୀ, ହୀରାକୁଦ ୪୧.୮, ଭୁବନେଶ୍ୱର ୪୧.୬ ଡ଼ିଗ୍ରୀ, ରାଉରକେଲା ୪୦.୬, ବାଲେଶ୍ୱର ୩୯.୮, ଚାନ୍ଦବାଲି ୩୮.୨, ଗୋପାଳପୁର ୩୫, ପାରାଦୀପ ୩୪.୬, ପୁରୀ ୩୫.୩ ଡ଼ିଗ୍ରୀ ରେକର୍ଡ କରାଯାଇଛି।

- Advertisement -

୧୦୦ ବର୍ଷ ପରେ ଅକ୍ଷୟ ତୃତୀୟାରେ ବିଶେଷ ଯୋଗ: ସୁନାଭଳି ଚମକିବ ଏସବୁ ରାଶିଙ୍କ ଭାଗ୍ୟ; ଚାକିରିରେ ସଫଳତା ସହ ହେବ ଧନବର୍ଷା..

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories