ଲକ୍ଷ୍ନୌ: କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶର ରାଏବରେଲୀରୁ ନିର୍ବାଚନ ଲଢ଼ିବେ..
ଏଆଇସିସି ପକ୍ଷରୁ ଘୋଷଣା..
ଗତ ନିର୍ବାଚନରେ ରାହୁଲ ଆମେଥିରୁ ପ୍ରତିଦ୍ୱନ୍ଦ୍ୱିତା କରି ପରାଜିତ ହୋଇଥିଲେ..
ଆମେଥି ଆସନରେ କିଶୋରଲାଲ ଶର୍ମାଙ୍କୁ ପ୍ରାର୍ଥୀ କଲା କଂଗ୍ରେସ, ସୋନିଆ ଗାନ୍ଧୀଙ୍କ ପ୍ରତିନିଧି ଅଛନ୍ତି କିଶୋରଲାଲ..
ଆଜି ରାୟଗଡା ସମାବେଶକୁ ଆସିବେନି ରାହୁଲ ଗାନ୍ଧି: ରାୟବରେଲିରେ ପ୍ରାର୍ଥୀପତ୍ର ଦାଖଲ ଥିବାରୁ ଆସିପାରିବେନି..
କେନ୍ଦ୍ରାପଡାରେ ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି..
୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ବରିଷ୍ଠ କିରାରି ଜିତେନ୍ଦ୍ର ସେନାପତି..
ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ ଶ୍ରଦ୍ଧାପୂର ଗାଁରେ ଅଘଟଣ..
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ..



