ହ୍ୱାଟସ୍ଆପ୍‌ ଏହି ଫୋନ୍‌ମାନଙ୍କରେ ୨୦୧୮ଶେଷରେ  କାମ  କରିବନି

0

ନୂଆଦିଲ୍ଲୀ:  ୨୦୧୮ , ଡିସେମ୍ବର ୩୧ ତାରିଖ ପରେ କେତେକ ଫୋନ୍‌ରେ ହ୍ୱାଟସ୍‌ଆପ୍‌ କାମ କରିବନି । ହ୍ୱାଟସ୍‌ଆପ୍‌ ଅପଗ୍ରେଡ ହେଉଥିବା ଯୋଗୁଁ , ଏହି ଫୋନ୍‌ମାନଙ୍କରେ ହ୍ୱାଟସ୍‌ଆପ୍‌ କମ କରିବନି । ୨୦୧୭ରେ ମଧ୍ୟ କେତକ ଫୋନ୍‌ରେ ହ୍ୱାଟସ୍‌ଆପ୍‌ କାମ କରି ନ ଥିଲା । ମାତ୍ର ଚଳିତ ବର୍ଷ ଶେଷରେ ଏହି ଫୋନ୍‌ମାଙ୍କରେ ହ୍ୱାଟସ୍‌ଆପ୍‌  କାମ କରିବା ନାହିଁ ବୋଲି କେତକ ଗ୍ୟାଜେଟସ୍‌ ଓ୍ୱେବସାଇଟ୍‌ରେ ତଥ୍ୟ ପ୍ରକାଶ ହୋଇଛି ।

ଆଣ୍ଡ୍ରଏଡ୍‌ ୨.୩.୩ରୁ କମ୍‌ ଓଏସ୍‌ ଥିବା ସ୍ମାର୍ଟଫୋନ୍‌ମାନଙ୍କେର ହ୍ୱାଟସ୍‌ ଆପ୍‌ ଚଳିତ ବର୍ଷ ଶେଷ ପରଠାରୁ କାମ କରିବା ନାହିଁ ।

ସେହିପରି ନୋକିଆ ଏସ୍‌-୬୦ ଓଏସ୍‌ରେ ମଧ୍ୟ ହ୍ୱାଟସ୍‌ଆପ୍‌ କାମ କରିବା ବନ୍ଦ କରିବ ।

ଆଇଫୋନ୍‌ ୩ଜିଏସ୍‌ ଓ ଆଇଓଏସ୍‌ ୬ ମଧ୍ୟ ହ୍ୱାଟସ୍‌ ଆପ୍‌ କାମ କରିବା ବନ୍ଦ କରିବ ।

ଓ୍ୱିଣ୍ଡୋ ୮ ଓଏସ୍‌ଥିବା ସ୍ମାର୍ଟଟ ଫୋନ୍‌ମାନଙ୍କରେ ଜାନୁଆରୀ ୧ ତାରିଖରୁ ହ୍ୱାଟସ୍‌ଆପ୍‌ କାମ କରିବା ବନ୍ଦ କରିଛି ।

Leave A Reply