ପ୍ରଥମ ଥର ପାଇଁ ଭାରତ ମୁଖ୍ୟ ଖୋଜୁଛି ହ୍ୱାଟସ୍‌ ଆପ୍‌

0

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ହ୍ୱାଟସ୍‌ ଆପ୍‌ ଭାରତରେ ଏହାର ପରିଚାଳନା ପାଇଁ ଜଣେ ମୁଖ୍ୟଙ୍କୁ ଖୋଜୁଛି । ଫେସ୍‌ବୁକ୍‌ ଦ୍ୱାରା ପରିଚାଳିତ ହ୍ୱାଟସ୍‌ ଆପ୍‌ ପ୍ରଥମ ଥର ପାଇଁ ଭାରତରେ ପରିଚାଳନା ପାଇଁ ଜଣେ ମୁଖ୍ୟଙ୍କୁ ଖୋଜୁଛି ।

ଏହି ମୁଖ୍ୟ ସିଧାସଳଖ ଭାବେ ହ୍ୱାଟସ୍‌ ଆପ୍‌ର ସିଓଓ ମାଥ୍ୟୁ ଆଇଡେମାଙ୍କ ସହ ଯୋଗାଯୋଗ ରଖିବେ । ହ୍ୱାଟସ ଆପ୍‌ ସହ ଫେସ୍‌ବୁକ୍‌ର ସ୍ୱତନ୍ତ୍ର ଲିଙ୍କରେ ଏଥିପାଇଁ ଆଦେବନ କରି ହେଉଛି । ଏହାର ନୂଆ ମୁଖ୍ୟ ମୁମ୍ବାଇରେ ରହିବେ । ସେ କାଲିଫର୍ଣ୍ଣିଆରେ ଥିବା ହ୍ୱାଟସଆପ୍‌ ପରିଚାଳନା ମୁଖ୍ୟଙ୍କୁ ଜବାବଦେହୀ ରହିବେ ।

 

 

Leave A Reply