www.samajalive.in
Wednesday, December 10, 2025
23.1 C
Bhubaneswar

ଫ୍ଲିପକାର୍ଟ ଅଫର୍, ୬ ହଜାର ଟଙ୍କାରୁ ମଧ୍ୟ କମ୍ ଦାମରେ ମିଳୁଛି ସ୍ମାର୍ଟଟିଭି

ନୂଆଦିଲ୍ଲୀ : ଫ୍ଲିପକାର୍ଟରେ ବିଗ୍ ସେଭିଂ ଡେଜ୍ ସେଲ୍ ଆରମ୍ଭ ହୋଇସାରିଛି । ଏହି ସେଲରେ ସ୍ମାର୍ଟଫୋନ୍ ଏବଂ ଇଲେକ୍ଟ୍ରୋନିକ୍ସ ସମେତ ଅନେକ ପ୍ରକାର ସାମଗ୍ରୀରେ ଭାରୀ ରିହାତି ମିଳୁଛି । ସେଲରେ ଆପଣ ଥମସନ୍ ଏବଂ ବ୍ଲମ୍ପକଣ୍ଟର ସ୍ମାର୍ଟ ଟିଭି ୬ ହଜାର ଟଙ୍କାରୁ କମ୍ ଦାମରେ କ୍ରୟ କରିପାରିବେ । ଉଭୟ ବ୍ରାଣ୍ଡ୍ସ ଭିନ୍ନ ଭିନ୍ନ ସ୍କ୍ରିନ୍ ସାଇଜରେ ଶସ୍ତାରେ ମିଳୁଛି ।

ଫ୍ଲିପକାର୍ଟ ସେଲରେ ବ୍ଲମ୍ପକଣ୍ଟର ୨୪ସିଗମା୭୦୭ ସ୍ମାର୍ଟ ଟିଭି ମାତ୍ର ୫୯୯୯ ଟଙ୍କାରେ ମିଳିବ ଯାହା ଏହାର ପ୍ରକୃତ ଦାମ୍ ୬୪୯୯ ଟଙ୍କାରୁ ୫୦୦ ଟଙ୍କା କମ୍ । ସେହିଭଳି ଥମସନର ୨୪ ଆଲ୍ଫା୦୦୧ ସ୍ମାର୍ଟ ଟିଭି ମାତ୍ର ୫,୯୯୯ ଟଙ୍କାରେ ମିଳିବ ଯାହା ଏହାର ପ୍ରକୃତ ଦାମଠୁ ୫୦୦ ଟଙ୍କା କମ୍ । କମ୍ପାନୀର ୫୦ ଇଞ୍ଚର ୪କେ ସ୍ମାର୍ଟ ଟିଭି ୨୭,୯୯୯ ଟଙ୍କାରେ ମିଳିବ । ୫୫ ଇଞ୍ଚ ବିଶିଷ୍ଟ ଟିଭି ୩୧,୯୯୯ ଟଙ୍କାରେ ମିଳିବ । ଯଦି ଆପଣ ବଡ ସ୍କ୍ରିନ୍ ଚାହୁଁଛନ୍ତି ତେବେ ୬୫ ଇଞ୍ଚ ସ୍କ୍ରିନ୍ ବିଶିଷ୍ଟ ଟିଭି ୪୩,୯୯୯ ଟଙ୍କା ଏବଂ ୭୫ ଇଞ୍ଚ ୭୨,୯୯୯ ଟଙ୍କାରେ ମିଳିବ ।

Hot this week

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

Related Articles

Popular Categories