www.samajalive.in
Monday, December 15, 2025
16.1 C
Bhubaneswar

ମିଛ ଖବର ପ୍ରସାର କଲେ ହ୍ୱାଟସ୍‌ଆପ୍‌ ବନ୍ଦ କରୁଛି  ମୋବାଇଲ୍‌ ନମ୍ବର.- ରିପୋର୍ଟ

ନୂଆଦିଲ୍ଲୀ ..- ସାଧାରଣ ନିର୍ବାଚନ ବେଳେ ମିଛ ଖବର ହ୍ୱାଟସ୍‌ ଆପ୍‌ ମାଧ୍ୟରେ ପ୍ରସାର କଲେ ଏହାକୁ  ବନ୍ଦ କରିଦିଆ ଯାଉଥିବ ସୂଚନା ମିଳିଛି । ହ୍ୱାଟସ୍‌ଆପ୍‌ କର୍ତ୍ତୃପକ୍ଷ ଏବେ ମିଛ ଖବର ପ୍ରସାର କରୁଥିବା ନମ୍ବରକୁ ବନ୍ଦ କରିଦେଉଥିବା ରିପୋର୍ଟ ବିଭିନ୍ନ ଜାତୀୟ ସମ୍ବାଦ ସରୋବରାହ ସଂସ୍ଥା ଖବର ପ୍ରକାଶନ କରିଛନ୍ତି । ଏପ୍ରିଲ ୧୧ ତାରିଖରୁ ହ୍ୱାଟସ୍ଆପ୍‌ ଏପରି ନମ୍ବରକୁ  (ବ୍ଲକ) ବନ୍ଦ କରିବା ଆରମ୍ଭ କରିଛି । ନିର୍ବାଚନ କମିଶନଙ୍କ ପରାମର୍ଶ କ୍ରମେ ଏପରି କରାଯାଉଥିବା ହ୍ୱାଟସ୍‌ଆପ୍‌ର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ହେଲେ ବିଭିନ୍ନ ନମ୍ବର ଉପପରେ ହ୍ୱାଟସ୍‌ଆପ୍‌ ପକ୍ଷରୁ ଲଗାଯାଇଥିବା ନମ୍ବରରୁ କେବେ ପ୍ରତିବନ୍ଧକ ହଟାଯିବ ସେ ବିଷୟରେ କିଛି ସୂଚନା ଦିଆଯାଇ ନାହିଁ ।  ଫେସ୍‌ବୁକ୍‌ର ମାଲିକାନାରେ ଏବେ ହ୍ୱାଟସ୍‌ଆପ୍‌ ରହିଛି । ଫେସ୍‌ବୁକ୍‌ରୁ ଅନେକ ମିଛ ଖବର ଓ ପୋଷ୍ଟକୁ ହଟାଯାଇଛି । ନିର୍ବାଚନରେ ସ୍ୱଚ୍ଛତା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ସାମାଜିକ ଗଣମାଧ୍ୟମରୁ  ମିଛ ଖବର ପ୍ରସାରଣ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories