www.samajalive.in
Monday, December 15, 2025
27.1 C
Bhubaneswar

ସିଧାସଳଖ ଫ୍ରିଜ୍‌‌ ପାଣି ପିଉଥିଲେ ସାବଧାନ ; ହୃଦଘାତ ସହ ହେବ ଏସବୁ ରୋଗ!

ଖରାଦିନ ଆରମ୍ଭ ହୋଇ ସାରିଲାଣି। ବର୍ତ୍ତମାନ ଏପ୍ରିଲ ମାସରୁ ପ୍ରବଳ ଖରା ଆରମ୍ଭ ହେବା ସହ ଗରମରେ ଲୋକଙ୍କ ଅବସ୍ଥା ବେହାଲ ହେଇପଡୁଛି। ଗରମ ଅନୁଭବ ହେବା ମାତ୍ରେ ଲୋକେ ଫ୍ରିଜରେ ପାଣି ବୋତଲ ରଖିଥାଆନ୍ତି। ଅନେକ ସମୟରେ ଏପରି ମଧ୍ୟ ଦେଖାଯାଏ, ଫ୍ରିଜରୁ କାଢି ସିଧାସଳଖ ପାଣି ପିଇଥାଆନ୍ତି। ମାତ୍ର ଏହା ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ତାହା ହୁଏତ ସଭିଏଁ ଜାଣି ନଥିବେ।

ଆପଣଙ୍କର ଏହି ଅଭ୍ୟାସ ଥିଲେ, ବଦଳାଇ ଦିଅନ୍ତୁ। କାରଣ ହୃଦୟ ପାଇଁ କ୍ଷତିକାରକ। ସିଧାସଳଖ ଫ୍ରିଜରୁ କାଢି ଥଣ୍ଡା ପାଣି ପିଇବା ଦ୍ୱାରା ଓଜନ ବୃଦ୍ଧି ସହ ଅନେକ ରୋଗର କାରଣ ପାଲଟିଥାଏ।

ଏପ୍ରିଲ ୬ରେ ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ; ଏହି ରାଶିର ଚମକିବ ଭାଗ୍ୟ, ହେବ ଧନ ବର୍ଷା..

- Advertisement -

ସିଧାସଳଖ ଫ୍ରିଜରୁ କାଢି ଥଣ୍ଡା ପାଣି ପିଇବା ଦ୍ୱାରା ହୃଦୟ ପାଇଁ ଖୁବ୍‌‌ କ୍ଷତିକାରକ ହୋଇଥାଏ। ଏହାଦ୍ୱାରା ହୃଦୟ ନିକଟକୁ ପହଞ୍ଚୁଥିବା ରକ୍ତ ପ୍ରବାହ ଧିମା ହୋଇଯାଏ। ଫଳରେ ହୃଦୟ ଜନିତ ସମସ୍ୟା ଆରମ୍ଭ ହୋଇଥାଏ।

ଥଣ୍ଡା ପାଣି ସିଧାସଳଖ ପିଇବା ଦ୍ୱାରା ଓଜନ ବୃଦ୍ଧି ହୋଇଥାଏ। ଓଜନ ହ୍ରାସ କରିବା ପାଇଁ ଅନେକ ଉପାୟ ଆପଣାଇବାକୁ ପଡିଥାଏ।

ନିୟମିତ ଖାଲି ପେଟରେ ଖାଇଲେ ତୁଳସୀ ପତ୍ର ; ମିଳିବ ଆଶ୍ଚର୍ଯ୍ୟଜନକ ଲାଭ..

ସିଧାସଳଖ ଥଣ୍ଡା ପାଣି ପିଇବା ଦ୍ୱାରା ପାଚନ ତନ୍ତ୍ର ଉପରେ କୁପ୍ରଭାବ ପକାଇଥାଏ। ଖାଦ୍ୟ ହଜମ ହେବାକୁ ଅଧିକ ସମୟ ଲାଗି ଥାଏ। ଭଲ ଭାବେ ଖାଦ୍ୟ ହଜମ ହୋଇପାରିନଥାଏ। ଫଳରେ ଖାଦ୍ୟରୁ ସଠିକ୍‌‌ ପୋଷକ ତତ୍ତ୍ୱ ମିଳିପାରି ନଥାଏ। କୋଷ୍ଠକାଠିନ୍ୟ ସମସ୍ୟା ସୃଷ୍ଟି ହୋଇଥାଏ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories