ଭୁବନେଶ୍ୱର : ସାରା ରାଜ୍ୟ ସହ ରାଜଧାନୀ ଭୁବନେଶ୍ୱର ତତଲା କଡେଇରେ ଭାଜି ହେଉଛି। ଅସ୍ୟ ଗରମ ଅନୁଭୂତ ହେଉଛି। ଦିନ ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୯.୮ ଡିଗ୍ରୀ ରେକର୍ଡ କରାଯାଇଛି। କେନ୍ଦୁଝର ୩୯.୨, ବାଲେଶ୍ୱର ୩୮, ଝାରସୁଗୁଡା ୩୮, ରାଉରକେଲା ୩୭.୮, ଚାନ୍ଦବାଲି ୩୭.୪, ସମ୍ବଲପୁର ୩୭.୪, ହୀରାକୁଦ ୩୬.୬ ପୁରୀ ୩୨.୪, ପାରାଦୀପ ୩୨, ଗୋପାଳପୁର ୩୧.୮ ରେକର୍ଡ କରାଯାଇଛି।
ଆଜି ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା
ଭୁବନେଶ୍ୱର: ୩୯.୮
କେନ୍ଦୁଝର: ୩୯.୨
ବାଲେଶ୍ୱର:୩୮
ଝାରସୁଗୁଡା : ୩୮
ରାଉରକେଲା: ୩୭.୮
ଚାନ୍ଦବାଲି: ୩୭.୪
ସମ୍ବଲପୁର: ୩୭.୪
ହୀରାକୁଦ: ୩୬.୬
ପୁରୀ: ୩୨.୪
ପାରାଦୀପ: ୩୨
ଗୋପାଳପୁର: ୩୧.୮— Meteorological Centre, Bhubaneswar (@mcbbsr) April 5, 2024
ତାତି ଛୁଇଁଲା ୪୨ ଡିଗ୍ରୀ, ମାଲକାନଗିରି ଓ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର



