ଏପ୍ରିଲ ୬ରେ ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ; ଏହି ରାଶିର ଚମକିବ ଭାଗ୍ୟ, ହେବ ଧନ ବର୍ଷା..

ଜ୍ୟୋତିଷ ଶାସ୍ତ୍ରରେ ଶନି ଦେବତାଙ୍କ ନକ୍ଷତ୍ର ପରିବର୍ତ୍ତନ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଏ। ଶନିଦେବତା ନକ୍ଷତ୍ର ପରିବର୍ତ୍ତନ କରିବା କାରଣରୁ କିଛି ରାଶିର ଭାଗ୍ୟ ସୁନା ଭଳି ଚମକିବ। ଧନର ବର୍ଷା ହେବ। ଜ୍ୟୋତିଷ ଶାସ୍ତ୍ରରେ ଶନିଦେବତାଙ୍କୁ କର୍ମଫଳ ଓ ନ୍ୟାୟାର ଦେବତା ବୋଲି କୁହାଯାଏ। ଶନିଙ୍କ ରାଶି କିମ୍ବା ନକ୍ଷତ୍ର ପରିବର୍ତ୍ତନ ସମୟରେ ଏହାର ପ୍ରଭାବ ସମସ୍ତ ରାଶିଙ୍କ ଉପରେ ପଡିଥାଏ। ଶନି ଦେବତା ଖୁବ୍‌‌ ଶୀଘ୍ର ନକ୍ଷତ୍ର ପରିବର୍ତ୍ତନ କରିବେ। ୬ ଏପ୍ରିଲ ୨୦୨୪ … Continue reading ଏପ୍ରିଲ ୬ରେ ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ; ଏହି ରାଶିର ଚମକିବ ଭାଗ୍ୟ, ହେବ ଧନ ବର୍ଷା..