ନିୟମିତ ଖାଲି ପେଟରେ ଖାଇଲେ ତୁଳସୀ ପତ୍ର ; ମିଳିବ ଆଶ୍ଚର୍ଯ୍ୟଜନକ ଲାଭ..

ତୁଳସୀପତ୍ର ଖୁବ୍‌‌ ପବିତ୍ର। ପ୍ରତ୍ୟେକଙ୍କ ଘର ଅଗଣାରେ ଏହା ଶୋଭା ପାଇବା ସହ ନିୟମିତ ପୂଜାର୍ଚ୍ଚନା ମଧ୍ୟ କରାଯାଏ। ଏହାର ଅନେକ ଔଷଧୀୟ ଗୁଣ ରହିଛି ବୋଲି ସଭିଏଁ ଜାଣନ୍ତି। ମାତ୍ର ନିୟମିତ କିଛି ପରିମାଣରେ ତୁଳସୀପତ୍ର ଚୋବାଇ ସେବନ କରିବା ଦ୍ୱାରା ପେଟ ଜନିତ ସମସ୍ତ ସମସ୍ୟା ତଥା ରୋଗ ଦୂର ହୋଇଥାଏ। ତୁଳସୀପତ୍ର ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଖୁବ୍‌‌ ଉପକାରୀ। ବର୍ଷ ବର୍ଷ ଧରି ଲାଗି ରହୁଥିବା ରୋଗ ଏହି ପତ୍ରର … Continue reading ନିୟମିତ ଖାଲି ପେଟରେ ଖାଇଲେ ତୁଳସୀ ପତ୍ର ; ମିଳିବ ଆଶ୍ଚର୍ଯ୍ୟଜନକ ଲାଭ..