ସକାଳ ସାଢେ ୮ଟା ସୁଦ୍ଧା ୩୫ ଟପିଲା

ଭୁବନେଶ୍ୱର :  ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆଜି ଓ ଆସନ୍ତାକାଲି ପାଇଁ ହିଟ୍‌‌ୱେବ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ସକାଳୁ ସକାଳୁ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ସାଢେ ୮ଟା ସୁଦ୍ଧା ୩୫ଡିଗ୍ରୀ ଟପିଛି ତାପମାତ୍ରା।
ତାଳଚେର : ୩୫.୮ଡିଗ୍ରୀ
ଅନୁଗୁଳ ଓ ବାଲେଶ୍ୱରରେ : ୩୫ ଡିଗ୍ରୀ
ଭୁବନେଶ୍ୱର : ୩୩.୪ଡିଗ୍ରୀ
ଜଗତସିଂହପୁର : ୩୪.୮ଡିଗ୍ରୀ
ଭବାନୀପାଟଣା :୩୪ଡିଗ୍ରୀ
ନୟାଗଡ: ୩୪ଡିଗ୍ରୀ
ବାରିପଦା: ୩୪ଡିଗ୍ରୀ
ହୀରାକୁଦ: ୩୩:୬ଡିଗ୍ରୀ
ରାଉରକେଲା: ୩୩.୬ଡିଗ୍ରୀ
ସମ୍ବଲପୁର: ୩୩.୨ଡିଗ୍ରୀ
ଟିଟିଲାଗଡ: ୩୩.୨ ଡିଗ୍ରୀ
କଟକ: ୩୩ଡିଗ୍ରୀ
ଝାରସୁଗୁଡା: ୩୨.୬ଡିଗ୍ରୀ
କେନ୍ଦୁଝର: ୩୨.୬ଡିଗ୍ରୀ
ସ୍ୱାଭାବିକ ଠାରୁ ୫ରୁ ୭ଡିଗ୍ରୀ ଉପରେ ରହିବ ପାରଦ।

Comments are closed.