www.samajalive.in
Monday, December 15, 2025
17.1 C
Bhubaneswar

ଆହୁରି ୫ ଦିନ କଲବଲ କରିବ ତାତି ; ଦିନ ସାଢେ ୨ଟା ସୁଦ୍ଧା ୪୪ ଡିଗ୍ରୀ ପାର୍‌

ଭୁବନେଶ୍ୱର : ବଢୁଛି ଖରା ତାତି । ଅସହ୍ୟ ଗରମରେ ଛଟପଟ ରାଜ୍ୟବାସୀ । ମଙ୍ଗଳବାର ଦିନ ସାଢେ ୨ଟା ସୁଦ୍ଧା ୩ ସହରର ତାପମାତ୍ରା ୪୪ ଡିଗ୍ରୀ ପାର୍‌ କରିଛି । ଝାରସୁଗୁଡାରେ ସର୍ବାଧିକ ୪୪.୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁର ୪୪.୨, ହୀରାକୁଦ ୪୪, ରାଉରକେଲାରେ ୪୨.୨, କେନ୍ଦୁଝରରେ ୩୮.୪, ଚାନ୍ଦବାଲିରେ ୩୮ ଓ ଭୁବନେଶ୍ୱରରେ ୩୫.୮ ଡିଗ୍ରୀ ରେକର୍ଡ କରାଯାଇଛି ।

ଆହୁରି ୫ ଦିନ ତାତି କଲବଲ କରିବ । ଦିନ ୧୧ଟାରୁ ୪ ଟା ଯାଏଁ ଘରେ ରହିବାକୁ ଓ କାମ ନକରିବାକୁ, ପିଲା ଓ ବୟସ୍କ ମାନେ ଖରାରେ ବାହାରକୁ ନ ଆସିବାକୁ ପରାମର୍ଶ ଦିଆଯାଇଛି । ୫ ଦିନ ପାଇଁ ଗ୍ରୀଷ୍ମ ପ୍ରବାହ ଓ ୩ ଦିନ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଗାମୀ ୨୪ ଘଣ୍ଟାରେ ବଲାଙ୍ଗୀର, ବୌଦ୍ଧ, ସମ୍ବଲପୁର, ଝାରସୁଗୁଡା ଓ ସୁନ୍ଦରଗଡକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି ।

ଦୀର୍ଘ ବର୍ଷ ପରେ ଶକ୍ତିଶାଳୀ ଯୋଗ: ମେ’ ମାସରେ ଚମକିବ ଏହି ୫ ରାଶିଙ୍କ ଭାଗ୍ୟ, ହେବେ ମାଲାମାଲ୍‌, ବଢିବ ଦରମା, ବ୍ୟବସାୟ

- Advertisement -

ଆସନ୍ତା ଦୁଇ ଦିନରେ ସ୍କୁଲ ବନ୍ଦ ନିଷ୍ପତ୍ତି – ରାଜସ୍ୱ ମନ୍ତ୍ରୀ

ଦେଖନ୍ତୁ ଛାତିଥରା ଭିଡିଓ ; ପାଣି ଭର୍ତ୍ତି ରାସ୍ତାରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଛଟପଟ ହେଉଥିଲା ଶିଶୁ, ଏମିତି ବଞ୍ଚିଲା ଜୀବନ

ଦେଖନ୍ତୁ ଭିଡିଓ ; ଏହି ଏଟିଏମରେ ସୁନା ଦେଲେ ମିଳେ ଟଙ୍କା

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories