ଦେଖନ୍ତୁ ଭିଡିଓ ; ଏହି ଏଟିଏମରେ ସୁନା ଦେଲେ ମିଳେ ଟଙ୍କା
ନୂଆଦିଲ୍ଲୀ : ଗୋଟିଏ ସମୟ ଏପରି ଥିଲା ଯେ ଲୋକେ ଟଙ୍କା ପାଇଁ ବ୍ୟାଙ୍କ ସାମ୍ନାରେ ଧାଡିରେ ଛିଡା ହେଉଥିଲେ । ଏହାପରେ ଧିରେ ଧିରେ ବଜାରକୁ ଏଟିଏମ ଆସିବା ପରେ ଲୋକେ ଅଧିକ ସୁବିଧା ପାଇଲେ । ଟଙ୍କା ଉଠାଇବାକୁ ଆଉ ବ୍ୟାଙ୍କକୁ ବାରମ୍ବାର ଯିବାକୁ ଆବଶ୍ୟକ ପଡିଲା ନାହିଁ। କିନ୍ତୁ ଆପଣ ଜାଣନ୍ତି କି,ଏପରି ଏକ ଏଟିଏମ ରହିଛି, ଯେଉଁଥିରେ ସୁନା ଦେବା ଦ୍ୱାରା ଟଙ୍କା ଉଠାଇ ପାରିବେ । ନିକଟରେ ଚୀନରୁ ଏକ … Continue reading ଦେଖନ୍ତୁ ଭିଡିଓ ; ଏହି ଏଟିଏମରେ ସୁନା ଦେଲେ ମିଳେ ଟଙ୍କା
Copy and paste this URL into your WordPress site to embed
Copy and paste this code into your site to embed