ଦେଖନ୍ତୁ ଛାତିଥରା ଭିଡିଓ ; ପାଣି ଭର୍ତ୍ତି ରାସ୍ତାରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଛଟପଟ ହେଉଥିଲା ଶିଶୁ, ଏମିତି ବଞ୍ଚିଲା ଜୀବନ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ନିକଟରେ ଏକ ଛାତିଥରା ଭିଡିଓ ଭାଇରାଲ୍‌ ହେଉଛି । ଭିଡିଓଟି ଦେଖିଲେ ଭୟଭୀତ ଲାଗିବା ଆଶ୍ଚର୍ଯ୍ୟ ହେବା ସାଧାରଣ କଥା । ଭିଡିଓଟି ଚେନ୍ନାଇର ବୋଲି ଜଣାପଡିଛି । ଏଠାରେ ଏକ ସ୍ଥାନରେ ବର୍ଷା କାରଣରୁ ପାଣି ଜମିଥିବା ରାସ୍ତାରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଶିଶୁ ଛଟପଟ ହେଉଥିବା ଦେଖାଯାଉଛି । ଶିଶୁର ଜୀବନ ରକ୍ଷା କରିବାକୁ ଜଣେ ଯୁବକ ନିଜ ଜୀବନକୁ ବାଜିରେ ଲଗାଇଥିବା ଦେଖିପାରିବେ। ଯୁବକଙ୍କ … Continue reading ଦେଖନ୍ତୁ ଛାତିଥରା ଭିଡିଓ ; ପାଣି ଭର୍ତ୍ତି ରାସ୍ତାରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଛଟପଟ ହେଉଥିଲା ଶିଶୁ, ଏମିତି ବଞ୍ଚିଲା ଜୀବନ