ଦେଖନ୍ତୁ ଭିଡିଓ ; ଯୁବକ ଦୁଃଖରେ ଗୀତ ଗାଇ ଗାଇ ମହୁମାଛି ବସା ସହ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ଭିଡିଓ ଅନେକ ସମୟରେ ସଭିଁଙ୍କୁ ବେଶ ଆଶ୍ଚର୍ଯ୍ୟ ଚକିତ କରିଥାଏ। ଭୟଭୀତ କରୁଥିବା ଅନେକ ଭିଡିଓ ଦେଖି ଲୋକେ କାବା ମଧ୍ୟ ହୋଇ ଯାଆନ୍ତି। ନିକଟରେ ସେଭଳି ହିଁ ଏକ ଭିଡିଓ ବେଶ ଭାଇରାଲ ହେଉଛି। ଜଣେ ବ୍ୟକ୍ତି ଯନ୍ତ୍ରଣା ଭରା ଗୀତ ଗାଇବା ସହ ମହୁମାଛି ବସାରେ ମୁଣ୍ଡ ଓ ହାତ ମାରିବା ଘଟଣା ସୋସିଆଲ ମିଡିଆରେ ଚର୍ଚ୍ଚାର କାରଣ ପାଲଟିଛି।
View this post on Instagram
ଏଭଳି ହିଁ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିପାରିବେ, ଜଣେ ବ୍ୟକ୍ତି ମହୁମାଛି ବସା ତଳେ ଦୁଃଖ ଗୀତ ଗାଉଛନ୍ତି। ଜୋର ଜୋରରେ ଗୀତ ଗାଇବା ସହ ମହୁମାଛି ବସାରେ ମୁଣ୍ଡ ଓ ହାତ ଲଗାଉଛନ୍ତି। ବ୍ୟକ୍ତିଙ୍କ ମୁଣ୍ଡ ଉପରେ ଅନେକ ମହୁମାଛି ବୁଲୁଥିବା ନଜର ଆସୁଛନ୍ତି।
ଭିଡିଓକୁ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି।
Comments are closed.