www.samajalive.in
Saturday, December 6, 2025
14.1 C
Bhubaneswar

ଦେଖନ୍ତୁ ଭିଡିଓ ; ପାଣି ପିଉଥିଲା ହରିଣ, ଆଉ ହଠାତ୍ ହେଲା ଏମିତି..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ବନ୍ୟ ଜୀବଜନ୍ତୁଙ୍କ ଅନେକ ଭିଡିଓ ଭାଇରାଲ ହୋଇଥାଏ। ଏଭଳି କିଛି ଭିଡିଓ ଦେଖିବାକୁ ମିଳେ ଯାହା ଖୁବ୍ ଆଶ୍ଚର୍ଯ୍ୟ କରି ଦେଇଥାଏ। ଏଭଳି ହିଁ ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି। ଭିଡିଓକୁ ଦେଖି ନିଶ୍ଚୟ ଚମକି ପଡିବେ। ଭିଡିଓଟି ଏକ ହରିଣ ଓ କୁମ୍ଭୀରର। ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି।


ଭିଡିଓରେ ଦେଖିପାରିବେ ଜଙ୍ଗଲରେ ଏକ ହରିଣ ପାଣି ପିଇବା ପାଇଁ ଏକ ପୋଖରୀ କୂଳକୁ ଯାଉଛି। ଖୁବ୍ ଧ୍ୟାନ ଓ ସତର୍କତାର ସହ ହରିଣଟି ପାଣି ପିଉଛି। ଯେପରି କିଏ ଆକ୍ରମଣ କରିବ। ଭିଡିଓ ଦେଖି ଏହା ଅନୁମାନ କରି ହେବ। ହରିଣଟି ପାଣି ପିଇବା ସମୟରେ ହଠାତ୍ ତା’ଉପରେ ଆକ୍ରମଣ ହେଉଛି। ଏକ ବିଶାଳ କୁମ୍ଭୀର ହରିଣ ଉପରେ ଆକ୍ରମଣ କରୁଛି। ମାତ୍ର ହରିଣଟି ଖୁବ୍ ଜୋରରେ ଡିଆଁ ମାରି ପଳାଇବାରୁ ହରିଣର ଜୀବନ ବଞ୍ଚି ଯାଉଛି।
ଭିଡିଓକୁ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବା ସହ ଖୁବ୍ ପସନ୍ଦ କରୁଛନ୍ତି।

ବାସ୍ ଆଉ ୨ ଦିନ ପରେ ଏହି ୪ ରାଶିଙ୍କ ଭାଗ୍ୟ ବଦଳିଯିବ; ଶୁକ୍ର ଦେବେ ଧନ,ସୁଖମୟ ଜୀବନ..

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories