ବାସ୍ ଆଉ ୨ ଦିନ ପରେ ଏହି ୪ ରାଶିଙ୍କ ଭାଗ୍ୟ ବଦଳିଯିବ; ଶୁକ୍ର ଦେବେ ଧନ,ସୁଖମୟ ଜୀବନ..

ଶୁକ୍ର ରାଶି ପରିବର୍ତ୍ତନ କରି ଆଦ୍ରା ନକ୍ଷତ୍ରରେ ପ୍ରବେଶ କରିବେ। ଶୁକ୍ର ଗ୍ରହଙ୍କୁ ସୁଖ-ସମୃଦ୍ଧି, ପ୍ରେମ, ସୌନ୍ଦର୍ଯ୍ୟ, ସୁଖମୟ ବୈବାହିକ ଜୀବନ ଓ ମାନ-ସମ୍ମାନର କାରକ ଅଟନ୍ତି। ୧୨ ଜୁନରେ ଶୁକ୍ର ରାଶି ପରିବର୍ତ୍ତନ କରି ମିଥୁନ ରାଶିରେ ପ୍ରବେଶ କରି ସାରିଛନ୍ତି। ୧୮ ଜୁନରେ ଶୁକ୍ର ନକ୍ଷତ୍ର ପରିବର୍ତ୍ତନ କରିବେ। ଶୁକ୍ର ନକ୍ଷତ୍ର ପରିବର୍ତ୍ତନ କରି ଆଦ୍ରା ନକ୍ଷତ୍ରରେ ପ୍ରବେଶ କରିବେ। ୨୯ ଜୁନ ପର୍ଯ୍ୟନ୍ତ ଶୁକ୍ର ଗ୍ରହ ଆଦ୍ରା ନକ୍ଷତ୍ରରେ ରହିବେ। ଶୁକ୍ର ଆଦ୍ରା … Continue reading ବାସ୍ ଆଉ ୨ ଦିନ ପରେ ଏହି ୪ ରାଶିଙ୍କ ଭାଗ୍ୟ ବଦଳିଯିବ; ଶୁକ୍ର ଦେବେ ଧନ,ସୁଖମୟ ଜୀବନ..