Other Links

ଆମ ଓଡ଼ିଶା

ମା’ ସମଲେଶ୍ବରୀ ପୀଠ ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ପଶ୍ଚିମ ଓଡ଼ିଶା ତଥା ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ ପୀଠର...

ଭିଆଇପି ରୋଡ଼କୁ ଗୋପବନ୍ଧୁ ମାର୍ଗ କରାଯିବାକୁ ବାଲୁକାଶିଳ୍ପୀ ସୁଦର୍ଶନଙ୍କ ଦାବି

ପୁରୀ : ପୁରୀ ଭିଆଇପି ରୋଡ଼କୁ ଗୋପବନ୍ଧୁ ମାର୍ଗ କରାଯିବାକୁ ଅନ୍ତର୍ଜାତୀୟ...

ମା’ ସମଲେଶ୍ବରୀ ପୀଠ ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର - ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର...

ପୂଜା କରୁଥିବା ବେଳେ ବଜ୍ରାଘାତରେ ପୂଜକଙ୍କ ମୃତ୍ୟୁ

ସିମୁଳିଆ - କଳାଶୁଣି ଅଞ୍ଚଳରେ ଜଣଙ୍କ ଘରେ ପୂଜା କରୁଥିବା ବେଳେ...

ଡାକ୍ତରଖାନାରେ ପ୍ରେମିକାର ଶବ ଛାଡି ଚାଲିଗଲା ପ୍ରେମିକ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ...

ଦେଶବିଦେଶ

ଆଇପିଏସ୍‍ ଅଧବକାରୀଙ୍କ ଆତ୍ମହତ୍ୟା ମାମଲାରେ ବଡ ଖୁଲାସା

ସମାଜ ଡିଜିଟାଲ ଡେସ୍କ: ହରିୟାଣା କ୍ୟାଡର ଆଇପିଏସ ଅଧିକାରୀ ପୁରନ କୁମାରଙ୍କ...

ଘରୋଇ ବିଦ୍ୟୁତ ପ୍ଲାଣ୍ଟରେ ଖସିପଡିଲା ଲିଫ୍ଟ : ୪ଜଣଙ୍କ ମୃତ୍ୟୁ

ସମାଜ ଡିଜିଟାଲ ଡେସ୍କ: ଛତିଶଗଡରେ ଏକ ବଡ ଅଘଟଣ ଘଟିଛି ।...

ଆଜି ବାୟୁସେନା ପ୍ରତିଷ୍ଠା ଦିବସ: ହିଣ୍ଡନ୍‍ ଏୟାରବେସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତୀୟ ବାୟୁସେନାର ୯୩ତମ ପ୍ରତିଷ୍ଠା ଦିବସ...

ନିନ୍ଦନୀୟ ଆଚରଣ: ନ୍ୟାୟାଳୟର ମର୍ଯ୍ୟାଦା ରକ୍ଷା ପ୍ରଥମ କାର୍ଯ୍ୟ

ଅକ୍ଟୋବର ୬ ତାରିଖରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ବି.ଆର.ଗବଇଙ୍କ ଉପରକୁ ଜଣେ...

ଇସ୍ରାଏଲ-ହମାସ ଯୁଦ୍ଧକୁ ଦୁଇ ବର୍ଷ ପୂର୍ତ୍ତି

ତେଲଆଭିଭ୍‌: ଇସ୍ରାଏଲ ଓ ପାଲେଷ୍ଟାଇନର ଗାଜାସ୍ଥିତ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ...

ରାଜନୀତି

ଘାସିରାମ ମାଝୀ କଂଗ୍ରେସ ପ୍ରାର୍ଥୀ

ସମାଜ ଡିଜିଟାଲ ଡେସ୍କ: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା...

ରାଜ୍ୟବାସୀ ଅସୁରକ୍ଷିତ: ନବୀନ

ସମାଜ ଡିଜିଟାଲ ଡେସ୍କ: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟନ୍ତ ହୋଇପଡ଼ିଛି, ଯାହାକୁ...

ନୂଆପଡା ବିଜେଡିର ଥିଲା ଓ ରହିବ- ପ୍ରମିଳା

ସମାଜ ଡିଜିଟାଲ ଡେସ୍କ: ନୂଆପଡା ଉପନିର୍ବାଚନରେ ଜିତିବ ବିଜେଡି । ଏନେଇ...

ମଙ୍ଗଳବାର ସୁଦ୍ଧା ନୂଆପଡ଼ା ଆସନ ପାଇଁ ପ୍ରାର୍ଥୀ ଦେବ କଂଗ୍ରେସ

ସମାଜ ଡିଜିଟାଲ ଡେସ୍କ: ଆସନ୍ତା ନଭେମ୍ବର ୧୧ ତାରିଖରେ ହେବ ନୂଆପଡ଼ା...

ନଭେମ୍ବର ୧୧ରେ ନୂଆପଡ଼ା ଉପନିର୍ବାଚନ

ସମାଜ ଡିଜିଟାଲ ଡେସ୍କ: ଆସନ୍ତା ନଭେମ୍ବର ୧୧ ତାରିଖରେ ଓଡ଼ିଶାର ନୂଆପଡ଼ା...

ଅପରାଧ

ଡାକ୍ତରଖାନାରେ ପ୍ରେମିକାର ଶବ ଛାଡି ଚାଲିଗଲା ପ୍ରେମିକ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ...

ଭିଣେଇର ଗୁଳି ମାଡରେ ଶଳା ମୃତ

ଗୁଣପୁର - ଭିଣେଇର ଗୁଳି ମାଡରେ ଶଳାର ମୃତ୍ୟୁ । ଆନ୍ଧ୍ର...

ହତ୍ୟାପରେ ବାପାକୁ ପୋତିଦେଲା ପୁଅ

ଦେବଗଡ଼: ହତ୍ୟାକାଣ୍ଡ ପରେ ବାପାଙ୍କୁ ମାଟିରେ ପୋତିଦେଲା ପୁଅ। ବାରକୋଟ ଥାନା...

୧୬.୫ ଲକ୍ଷର ବ୍ରାଉନସୁଗର ଜବତ, ଦୁଇ ଗିରଫ

ସମାଜ ଡିଜିଟାଲ ଡେସ୍କ: ବୁଲେଟରେ ବୁଲି ବ୍ରାଉନସୁଗର ବେପାର କରୁଥିବା ଦୁଇ...

ଫେସବୁକରେ ଆପତ୍ତିଜନକ ପୋଷ୍ଟ, ଅଭିଯୁକ୍ତ ଗିରଫ

ସମାଜ ଡିଜିଟାଲ ଡେସ୍କ: ସାମାଜିକ ଗଣମାଧ୍ୟମ ଫେସବୁକରେ ଆପତ୍ତିଜନକ ପୋଷ୍ଟ କରିବା...
Thursday, October 9, 2025
24.4 C
Bhubaneswar

ବେଆଇନ ପଥର ଖନନ ବିରୋଧରେ ଉଚ୍ଚ ନ୍ୟାୟଳୟଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ପାଟଣା : ହରିଚନ୍ଦନପୁର ତହସିଲ ଅଞ୍ଚଳ ପଣ୍ଡାପଡା ଥାନା ଅନ୍ତର୍ଗତ ପଣ୍ଡାପଡା ଗ୍ରାମ ନିକଟସ୍ତ ଶାଳବେଡା ପଥର ଖାଦାନକୁ କିଛିଦିନ ହେବ ଏକ ଠିକା ସଂସ୍ଥା ସରକାରଙ୍କ ଠାରୁ ଲିଜ ଆଣି ଚଳାଉଅଛି । ଯାହାକି ପଣ୍ଡାପଡା ଗ୍ରାମ ଠାରୁ ମାତ୍ର ୧୮୦ ମିଟର ଦୂରତାରେ ଅବସ୍ତିତ ଏବଂ ପ୍ରାଥମିକ ବିଦ୍ୟାଳୟ, ମନ୍ଦିର, ରାଜରାସ୍ତା ଇତ୍ୟାଦି ମାତ୍ର ୩ଶହ ମିଟର ଭିତରେ ଅବସ୍ଥିତ । ସେଠାରେ ପଥର ଖନନ କଲାବେଳେ ବ୍ଲାଷ୍ଟିଙ୍ଗ ଦ୍ୱାରା ନିକଟସ୍ଥ ବସ୍ତି ସମ୍ପୂର୍ଣ୍ଣ ଧୂଳି ରେ ପ୍ରଦୂଷିତ ହେଉଥିବା ବେଳେ ଛୋଟ ଛୋଟ ପଥର ଖଣ୍ଡ ଘର ଉପରକୁ ଛିଟିକି ପଡୁଛି । ବ୍ଲାଷ୍ଟିଙ୍ଗ ସମୟରେ ପ୍ରଚଣ୍ଡ ଶବ୍ଦ ଦ୍ୱାରା ନିକଟସ୍ଥ ସମଗ୍ର ଅଞ୍ଚଳ ଥରି ଉଠୁଥିବା ବେଳେ ଆଖ ପାଖ ଘରର କାନ୍ଥ ରେ ବଡ଼ ବଡ଼ ଫାଟ ସୃଷ୍ଟି ହେଇଛି । ଏହା ଦ୍ୱାରା ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି । ଏହାକୁ ନେଇ ଗ୍ରାମବାସୀ ବୃନ୍ଦ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇ ଥିବାବେଳେ, ଜିଲ୍ଲା ପ୍ରଶାସନ ଏକ ଜନ ଶୁଣାଣି ଆୟୋଜନ କରିଥିଲେ । ଏହି ଠିକା ସଂସ୍ଥାର ବ୍ଲାଷ୍ଟିଙ୍ଗ ପରମିସନ ନଥିବାରୁ ସେଠାରେ କମ୍ପାନୀ ବ୍ଲାଷ୍ଟିଙ୍ଗ କରି ପାରିବ ନାହିଁ ବୋଲି ପ୍ରଶାସନ ନିର୍ଦେଶ ଦେଇଥିଲେ । ପରବର୍ତ୍ତୀ ସମୟରେ କମ୍ପାନୀ ବ୍ଲାଷ୍ଟିଙ୍ଗ ପରମିସନ ଆଣି ବେଆଇନ ଭାବରେ ପଥର ଖନନ କରୁଛି । ବ୍ଲାଷ୍ଟିଙ୍ଗ ପରମିସନର କୌଣସି ସର୍ତ୍ତ ପୂରଣ କରୁନଥିବା ବେଳେ କମ୍ପାନୀ କିପରି ବ୍ଲାଷ୍ଟିଙ୍ଗ ପରମିସନ ହାତେଇଲା ତାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଥିଲା । ସୂଚନା ଥାଉକି ଗତ ୧୧ ତାରିଖ ସଂଧ୍ୟା ୭ ଘଟିକା ସମୟରେ ଏକ ବଡ଼ ଧରଣର ବ୍ଲାଷ୍ଟିଙ୍ଗ ହୋଇଥିଲା । ପ୍ରଚଣ୍ଡ ଶବ୍ଦରେ ସମଗ୍ର ପଣ୍ଡାପଡା ଅଞ୍ଚଳ ଥରି ଉଠିଥିଲା । ପଥର ଖାଦାନକୁ ଲାଗିଥିବା ତେଲିସାହି ଓ ଧରାପଡାର ଯୁଆଙ୍ଗ  ସାହି, ସମ୍ପୂର୍ଣ୍ଣ ଧୂଳିରେ ପରିପୂର୍ଣ ହୋଇ ଯାଇ ଥିବାବେଳେ ଛୋଟ ଛୋଟ ପଥର ଖଣ୍ଡ ଚାରିଆଡେ ଛିଟିକି ପଡିଥିଲା । ଏହି ଘଟଣା ପରେ ତେଲି ସାହି ଓ ଯୁଆଙ୍ଗ ସାହିର ଲୋକମାନେ ପଥର ଖାଦାନକୁ ଯାଇ ପ୍ରତିବାଦ କରିବାରୁ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ପରଦିନ ଏହି ଠିକା କମ୍ପାନୀ ଖନନ କାର୍ଯ୍ୟ ବନ୍ଦ ରଖିବା ପରିବର୍ତ୍ତେ ଗ୍ରାମବାସୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲା l କମ୍ପାନୀର ମନମୁଖୀ କାର୍ଯ୍ୟ କଳାପ ଓ ବେଆଇନ ପଥର ଖାଦାନ ବିରୋଧରେ ଗ୍ରାମବାସୀ ଉଚ୍ଚ ନ୍ୟାୟଳୟର ଦ୍ୱାରସ୍ଥ ହୋଇଛନ୍ତି । ଗ୍ରାମବାସୀଙ୍କ ତରଫରୁ ଏହି ଠିକା କମ୍ପାନୀ ବିରୋଧରେ ଏକ ଜନ ସ୍ୱାର୍ଥ ମାମଲା ଦାଏର ହୋଇଛି । ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବି ସରୋଜ କୁମାର ପାଢ଼ୀ ମାମଲା ପରିଚାଳନା କରୁଥିବା ବେଳେ, ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲଦାର, ହରିଚନ୍ଦନପୁର, ରାଜସ୍ବ ନିରୀକ୍ଷକ, ରାଜ୍ୟ ପ୍ରଦୂଷଣ ବୋର୍ଡ, କେନ୍ଦୁଝର ଖଣି ଅଧିକାରୀ, ଜିଲ୍ଲା ଜଙ୍ଗଲ ଅଧିକାରୀଙ୍କୁ ମାମଲାରେ ପକ୍ଷଭୁକ୍ତ କରାଯାଇଛି।

Hot this week

ଚାମ୍ପିଅନ ଓଡ଼ିଶା ହ୍ଵିଲ ଚେୟାର ରଗବୀ ଦଳକୁ ସମ୍ବର୍ଦ୍ଧିତ କଲା ବାଣିଜ୍ୟ ଓ ପରିବହନ ବିଭାଗ

ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଓଡ଼ିଶା ହ୍ୱିଲଚେୟାର ରଗବି ଦଳ ।...

ମା’ ସମଲେଶ୍ବରୀ ପୀଠ ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ପଶ୍ଚିମ ଓଡ଼ିଶା ତଥା ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ ପୀଠର...

ଭିଆଇପି ରୋଡ଼କୁ ଗୋପବନ୍ଧୁ ମାର୍ଗ କରାଯିବାକୁ ବାଲୁକାଶିଳ୍ପୀ ସୁଦର୍ଶନଙ୍କ ଦାବି

ପୁରୀ : ପୁରୀ ଭିଆଇପି ରୋଡ଼କୁ ଗୋପବନ୍ଧୁ ମାର୍ଗ କରାଯିବାକୁ ଅନ୍ତର୍ଜାତୀୟ...

ମା’ ସମଲେଶ୍ବରୀ ପୀଠ ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର - ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର...

ପୂଜା କରୁଥିବା ବେଳେ ବଜ୍ରାଘାତରେ ପୂଜକଙ୍କ ମୃତ୍ୟୁ

ସିମୁଳିଆ - କଳାଶୁଣି ଅଞ୍ଚଳରେ ଜଣଙ୍କ ଘରେ ପୂଜା କରୁଥିବା ବେଳେ...

Related Articles

Popular Categories