ଗୋଇଠି ଫାଟିବା ଦିଏ ଏହି ମାରାତ୍ମକ ରୋଗର ସଙ୍କେତ: କରନ୍ତୁ ନାହିଁ ଅଣଦେଖା..

ଶୀତଦିନେ ତ୍ୱଚା ଶୁଷ୍କ ଦେଖାଯିବା, ଓଠ ଫାଟିବା, ଗୋଇଠି ଫାଟିବା ସାଧାରଣ କଥା। ମାତ୍ର କେତେକ ଲୋକଙ୍କର ନିୟମିତ ଭାବେ ପାଦ ଫାଟିବା ସହ ତ୍ୱଚା ଜନିତ ସମସ୍ୟା ଲାଗି ରହିଥାଏ। ଅନେକ ସମୟରେ ନିଶ୍ଚୟ ଶୁଣିଥିବେ ଗୋଇଠି ଫାଟିବା ସହ କୁଣ୍ଡାଇ ହୋଇଥାଏ। ଏହା ସାଧାରଣ ହୋଇଥିଲେ ମଧ୍ୟ କେତେକ ସମୟରେ ଏହା କ୍ଷତିକାରକ ମଧ୍ୟ। ଗୋଇଠି ଫାଟିବା ଓ ଚର୍ମ ଅଧିକାଂଶ ସମୟରେ କୁଣ୍ଡାଇ ହେବା ଏହା ମାରାତ୍ମକ ରୋଗର ମଧ୍ୟ ସଙ୍କେତ ଦେଇଥାଏ। … Continue reading ଗୋଇଠି ଫାଟିବା ଦିଏ ଏହି ମାରାତ୍ମକ ରୋଗର ସଙ୍କେତ: କରନ୍ତୁ ନାହିଁ ଅଣଦେଖା..