www.samajalive.in
Saturday, December 6, 2025
14.1 C
Bhubaneswar

ଦେଖନ୍ତୁ ଭିଡିଓ ; କୁକୁର,ମାଙ୍କଡ,କୁକୁଡା ବନ୍ଧୁତାର ଝଲକ୍..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ ଜୀବଜନ୍ତୁଙ୍କ ଭିଡିଓ ଭାଇରାଲ ହୋଇଥାଏ। ଯାହା ଦେଖିବାକୁ ଖୁବ୍ ମଜା ଲାଗେ। ଅନେକ ସମୟରେ ଏହା ଆଶ୍ଚର୍ଯ୍ୟ ମଧ୍ୟ କରିଥାଏ। ଏଭଳି ହିଁ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ବିପରୀତ ସ୍ୱଭାବର ଜନ୍ତୁଙ୍କ ମଧ୍ୟରେ ଏହି ଭିଡିଓରେ ନିବିଡ ବନ୍ଧୁତା ଦେଖାଯାଉଛି। ଭିଡିଓଟି ଏକ ମାଙ୍କଡ, କୁକୁର ଓ କୁକୁଡାର।


ଏହି ମଜାଳିଆ ଭିଡିଓଟି ଏକ୍ସରେ ଶେୟାର କରାଯାଇଛି। ଭିଡିଓଟିକୁ ଏଯାଏଁ ହଜାର ହଜାର ଲୋକେ ଦେଖି ସାରିଲେଣି।
ଭିଡିଓର ଆରମ୍ଭରେ ଦେଖିପାରିବେ, ମାଙ୍କଡ ଏକ ପ୍ୟାଣ୍ଟ ପିନ୍ଧି ଏକ କୁକୁର,କୁକୁଡା ଉପରେ ଶୋଇଛି। ସେହି ସମୟରେ କୁକୁର ଓ କୁୁକୁଡା ଶାନ୍ତ ଭାବେ ରହିଛନ୍ତି। ଯେଭଳି ସେମାନେ ଖୁବ୍ ପୁରୁଣା ସାଙ୍ଗ। କିଛି ସମୟ ପରେ ମାଙ୍କଡ ଉଠି କିଛି ଖୋଜିବାକୁ ଆରମ୍ଭ କରୁଛି। ଏହାପରେ ନିଜ ଗୋଡ ସହ ଖେଳୁଛି।
ଭିଡିଓକୁ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।

ଆଉ କିଛି ଦିନ ପରେ ତ୍ରିଗ୍ରହୀ ଯୋଗ ; ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ଏମିତି ଚମକିବ ଭାଗ୍ୟ..

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories