ଆଉ କିଛି ଦିନ ପରେ ତ୍ରିଗ୍ରହୀ ଯୋଗ ; ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ଏମିତି ଚମକିବ ଭାଗ୍ୟ..

ଗ୍ରହଙ୍କ ରାଜା ସୂର୍ଯ୍ୟ ଦେବତା ୧୫ ଜୁନରେ ବୃଷ ରାଶିରୁ ମିଥୁନ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ଏହାସହ ୧୨ ଜୁନରେ ବୁଧ ଓ ୧୪ ଜୁନରେ ଶୁକ୍ର ମଧ୍ୟ ଏହି ରାଶିରେ ପ୍ରବେଶ କରିବେ। ଜ୍ୟୋର୍ତିବିଦଙ୍କ କହିବାନୁଯାୟୀ, ମିଥୁନ ରାଶିରେ ସୂର୍ଯ୍ୟ-ବୁଧ-ଶୁକ୍ର ଏକାଠି ହେବା ଦ୍ୱାରା ତ୍ରିଗ୍ରହୀ ଯୋଗ ଫଳରେ ୪ ରାଶି ଭାଗ୍ୟ ଚମକିବ.. ବୃଷ – ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ନୂତନ ଘର, ଦୋକାନ, ଭୂମି ଆଦିରେ ଲାଭବାନ୍ ହେବେ। ଅଟକି … Continue reading ଆଉ କିଛି ଦିନ ପରେ ତ୍ରିଗ୍ରହୀ ଯୋଗ ; ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ଏମିତି ଚମକିବ ଭାଗ୍ୟ..