ରେଳବାଇ ସମ୍ପତ୍ତି ନଷ୍ଟ ନ କରିବାକୁ ଅଶ୍ୱିନୀ ବୈଷ୍ଣବଙ୍କ ପରାମର୍ଶ
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରୁଥିବା ଯୁବବର୍ଗଙ୍କୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ହିଂସାତ୍ମକ ବିରୋଧ ପ୍ରଦର୍ଶନରୁ ବିରତ ରହିବାକୁ ଅନୁରୋଧ କରିଛନ୍ତି । ରେଳବାଇ ସମ୍ପତ୍ତି ନଷ୍ଟ ନ କରିବାକୁ ଶ୍ରୀ ବୈଷ୍ଣବ ପରାମର୍ଶ ଦେଇଛନ୍ତି । ରେଳବାଇ ହେଉଛି ଦେଶର ସମ୍ପତ୍ତି ଏବଂ ଏକ ଜାତୀୟ ସେବା । ତେଣୁ ଯୁବବର୍ଗ ରେଳ ସମ୍ପତ୍ତି ନଷ୍ଟ ନ କରିବାକୁ ସେ କହିଛନ୍ତି । ଶ୍ରୀବୈଷ୍ଣବ କହିଛନ୍ତି ଯେ କେନ୍ଦ୍ର ସରକାର ଏହି ଯୋଜନାରବିଭିନ୍ନ ଦିଗ ଉପରେ ଗୁରୁତର ସହ ବିଚାର କରୁଛନ୍ତି ।
भारतीय रेल हम सभी देशवासियों की सेवा के लिए बनी राष्ट्रीय संपत्ति है। मेरी सभी से अपील है कि रेल संपत्ति को नुकसान ना पहुँचाए। pic.twitter.com/vJLPSGE1cG
— Ashwini Vaishnaw (@AshwiniVaishnaw) June 17, 2022
Comments are closed.