BJD Bijuli 480×75 Mob

୧୪୦ ଫୁଟ୍ ଉଚ୍ଚତାରେ ରହିଛି ୧୦୦ ବର୍ଷର ବୃକ୍ଷ

BJD Bijuli 480×75 Mob
0

ପ୍ରାଚୀନ ଜିନିଷକୁ ସୁରକ୍ଷିତ ରଖିବାକୁ ଏବର ବୈଜ୍ଞାନିକ ଦଳ ବିଭିନ୍ନ ଉପାୟ ବାହାର କରିଛନ୍ତି। କାରଣ ଆଗାମୀ ପିଢ଼ିକୁ ଏହା ବିଭିନ୍ନ ଉପଯୋଗୀ ତଥ୍ୟ ଅବଗତ କରାଇବ। ଚୀନର ହୁଆଙ୍ଗଗାଙ୍ଗ ପ୍ରାନ୍ତରେ ୧୪୦ ଫୁଟ୍ ଉଚ୍ଚ ଧାର୍ମିକ ସ୍ଥଳଟିଏ ରହିଛି। ପର୍ୟ୍ୟଟକଙ୍କଠାରୁ ସ୍ଥାନୀୟ ଲୋକଙ୍କ ଭିଡ଼ ଏଠାରେ ଦେଖିବାକୁ ମିଳେ।

ତେବେ ଏଠାକାର ମୁଖ୍ୟ ଆକର୍ଷଣ ହେଉଛି ୧୦୦ ବର୍ଷ ପୁରାତନ ସୁବଜ ଗଛଟି। ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ କରି ବିଶେଷଜ୍ଞ ଦଳ, ସମସ୍ତେ ଏହି ବୃକ୍ଷଟି ନିମନ୍ତେ ବେଶ୍ ସଚେତନ। କାରଣ ପୁରାତନ ବୃକ୍ଷଟି କାରଣରୁ ଏହି ଅଞ୍ଚଳରେ ପର୍ୟ୍ୟଟକଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ତେବେ ଏତେ ଉଚ୍ଚତାରେ ଥିବା ଗଛଟିକୁ ନିୟମିତ ଭାବେ ପାଣି ଦେବା ସହଜର କଥା ନୁହେଁ। ସ୍ଥାନୀୟ ଅଗ୍ନିଶମ ବିଭାଗ ଏଥିପାଇଁ ନିଜ ଉଦ୍ୟମରେ ଗଛରେ ପାଣି ଦେଇଥାଏ।

Leave A Reply