www.samajalive.in
Saturday, December 6, 2025
17.1 C
Bhubaneswar

ଭ୍ରମଣ ସହ ଏଠାରେ ନିଅନ୍ତୁ ସୁସ୍ୱାଦୁ ବ୍ୟଞ୍ଜନର ମଜା

ଦକ୍ଷିଣ ଭାରତର ବିଭିନ୍ନ ସ୍ଥାନ ଭ୍ରମଣ ପାଇଁ ବେଶ ପ୍ରସିଦ୍ଧ। ମାତ୍ର କେତେକ ସ୍ୱତନ୍ତ୍ର ସ୍ଥାନ ରହିଛି, ଯେଉଁଠାରେ ପର୍ଯ୍ୟଟକମାନେ ଭ୍ରମଣ ସହ ସୁସ୍ୱାଦୁ ଭୋଜନର ମଧ୍ୟ ମଜା ନେଇପାରିବେ। ସେଭଳି ଏକ ସ୍ଥାନ ହେଉଛି ଦକ୍ଷିଣ ଭାରତରେ ଥିବା ନାରିଆମଙ୍ଗଲମ। ଏଠାକାର ଷ୍ଟ୍ରିଟ ଫୁଡ଼ ମଧ୍ୟ ଖୁବ ପ୍ରସିଦ୍ଧ।
ଇଟିଲି ଓ ଦୋସା ହେଉଛି ଦକ୍ଷିଣ ଭାରତର ଏକ ସ୍ୱତନ୍ତ୍ର ଖାଦ୍ୟ ଅଟେ। ଏଠାକାର ପ୍ରାୟ ପ୍ରତ୍ୟେକ ସ୍ଥାନରେ ଏହି ଖାଦ୍ୟ ମିଳିଥାଏ। ମାତ୍ର ଦକ୍ଷିଣ ଭାରତର ବିଭିନ୍ନ ସ୍ଥାନ ଛଡ଼ା ନାରିଆମଙ୍ଗଲମ ଏକ ସୌନ୍ଦର୍ଯ୍ୟମୟ ସ୍ଥାନ ଅଟେ। ନାରିଆମଙ୍ଗଲମର ସୁନ୍ଦରମୟ ସ୍ଥାନ ଭ୍ରମଣ କରିବା ସହ ଏଠାକାର ଖାଦ୍ୟପେୟ ମଧ୍ୟ ଖୁବ ପ୍ରସିଦ୍ଧ ଅଟେ।
କେରଳର କେତେକ ପ୍ରସିଦ୍ଧ ଖାଦ୍ୟର ମଜା ଏଠାରେ ମିଳିଥାଏ। ନାରିଆମଙ୍ଗଲମର ବଜାରରେ ଏପରି ବହୁ ଦୋକାନ ରହିଛି, ଯେଉଁଠାରେ ସ୍ୱତନ୍ତ୍ର ଓ ସ୍ୱାଦିଷ୍ଟ ଖାଦ୍ୟ ମିଳିଥାଏ। ସେହି ଖାଦ୍ୟ ମଧ୍ୟରେ ଦୋସା, କିଛି ସ୍ୱତନ୍ତ୍ର ବ୍ୟଞ୍ଜନ, ଚଟଣି, ଆଦି ମିଳିଥାଏ। ଅନ୍ୟ ସ୍ଥାନ ତୁଳନାରେ ଏଠାକାର ଖାଦ୍ୟଦ୍ରବ୍ୟ ବେଶ ସ୍ୱାଦିଷ୍ଟ ଅଟେ। ଖାଦ୍ୟ ପଦାର୍ଥ ମଧ୍ୟରେ ଏଠାରେ ଆମିଷ ବ୍ୟଞ୍ଜନର ସ୍ୱାଦ ମଧ୍ୟ ଭିନ୍ନ ଅଟେ। ଆମିଷ ବ୍ୟଞ୍ଜନମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ମାଛ ସହ ମାଂସର ମଧ୍ୟ ସୁସ୍ୱାଦୁ ବ୍ୟଞ୍ଜନ ମଧ୍ୟ ମିଳିଥାଏ।
ବିଭିନ୍ନ ପ୍ରକାରର ଖାଦ୍ୟ ସହ ଏଠାରେ କଫିରେ ଅଦା ପଡି଼ଥାଏ। ଯାହା କଫିର ସ୍ୱାଦକୁ ବଢାଇଥାଏ। ତେଣୁ ଲଙ୍କା ପକୁଡ଼ି ସହ ଅଦା କଫିର ଲୋକେ ବେଶ ମଜା ନେଇଥାଆନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories