www.samajalive.in
Monday, December 15, 2025
24.1 C
Bhubaneswar

ଗଡ଼ିଲା ଚୌଦ୍ୱାର-କଟକ ଟାଉନବସ୍‍

ଚୌଦ୍ୱାର : ଦୀର୍ଘଦିନ ପରେ ଚୌଦ୍ୱାର-କଟକ ଟାଉନ ବସ୍‍ ସେବା ଆରମ୍ଭ ହୋଇଛି । କରୋନା କଟକଣା ହେତୁ ଏହି ଟାଉନବସ୍‍ ଚଳାଚଳ ବନ୍ଦ ରହିଥିବାରୁ ବସ୍‍ ମାଲିକ ଓ କର୍ମଚାରୀ ମାନେ ନାହିଁ ନଥିବା ଅସୁବିଧାରେ କାଳାତିପାତ କରୁଥିଲେ । ଏଥି ସହିତ ଚୌଦ୍ୱାରରୁ କଟକ ଯାତାୟତ କରୁଥିବା ଯାତ୍ରୀ ମାନେ ମଧ୍ୟ ନାନା ସମସ୍ୟାର ସମ୍ମୁଖୀନ ହେଉଥିଲେ।  କଟକଣା କିଛି ମାତ୍ରାରେ କୋହଳ ହେବା ହେତୁ ପୁନର୍ବାର ଟାଉନବସ୍‍ ଚଳାଚଳ ସୋମବାର ଠାରୁ ଆରମ୍ଭ ହେଉଥିବାରୁ ସାଧାରଣରେ ଆସ୍ୱସ୍ତି ପ୍ରକାଶ ପାଇଛି । ପ୍ରଚଳିତ କରୋନା କଟକଣା ଅନୁଯାୟୀ ବସ ଚଳାଚଳ କରାଯିବ ବୋଲି ଟାଉନବସ୍‍ କର୍ମଚାରୀଙ୍କ ସୁତ୍ରରୁ ପ୍ରକାଶ।

Hot this week

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories