www.samajalive.in
Monday, December 15, 2025
24.1 C
Bhubaneswar

ସୂର୍ଯ୍ୟମନ୍ଦିର ନାଟ୍ୟ ମଣ୍ଡପକୁ ପର୍ଯ୍ୟଟକ ବାରଣ

ସମାଜ ଲାଇଭ ଡେସ୍କ : କୋଣାର୍କ ସୂର୍ଯ୍ୟ ମନ୍ଦିର ନାଟ୍ୟ ମଣ୍ଡପକୁ ଏଣିକି ପ୍ରବେଶ କରି ପାରିବେ ନାହିଁ ପର୍ଯ୍ୟଟକ । ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ASI) ଏପରି ନିଷ୍ପତ୍ତି ନେଇଛି । ASI ର ସୂଚନା ଅନୁସାରେ ପର୍ଯ୍ୟଟକଙ୍କ ଅସାବଧାନତା ପାଇଁ ବାରମ୍ବାର ନାଟ୍ୟ ମଣ୍ଡପରେ ଦୁର୍ଘଟଣା ହେଉଥିଲା । ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟଇକୁ ପରିଲକ୍ଷିତ କରି ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ମନୁମେଣ୍ଟ ଆଇନ୍‌ରେ ଚଢ଼ିବା ବାରଣ ଥିବା କାରଣ ମଧ୍ୟ ଦର୍ଶାଇଛି ASI । ନାଟ୍ୟମଣ୍ଡର ଚାରିପାଖ ସମ୍ମୁଖକୁ ବ୍ୟାରିକେଟ ଲଗାଇ ବନ୍ଦ କରିଦିଆଯାଇଛି ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories