ଅଗ୍ନିବୀରଙ୍କ ପାଇଁ ବଡ଼ ଘୋଷଣା : ସିଏପିଏଫ,ଆସାମ ରାଇଫଲ୍ସ ନିଯୁକ୍ତିରେ ୧୦% ସଂରକ୍ଷଣ
ନୂଆଦିଲ୍ଲୀ : ଅଗ୍ନିବୀରଙ୍କ ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବଡ଼ ଘୋଷଣା କରିଛି । ସିଏପିଏଫ, ଆସାମ ରାଇଫଲ୍ସଙ୍କୁ ନିଯୁକ୍ତିରେ ମିଳିବ ୧୦% ସଂରକ୍ଷଣ ମିଳିବ। ସାରା ଦେଶରେ ବିବାଦ ପରେ ସରକାର ଅଗ୍ନିପଥ ଯୋଜନାରେ ପୁଣି ପରିବର୍ତ୍ତନ କରିଛନ୍ତି।
गृह मंत्रालय ने CAPFs और असम राइफल्स में होने वाली भर्तियों में अग्निपथ योजना के अंतर्गत 4 साल पूरा करने वाले अग्निवीरों के लिए 10% रिक्तियों को आरक्षित करने का महत्वपूर्ण निर्णय लिया है।
— गृहमंत्री कार्यालय, HMO India (@HMOIndia) June 18, 2022
‘ଅଗ୍ନିପଥ’ ଯୋଜନା ଅନ୍ତର୍ଗତ ୪ ବର୍ଷ ପୁରଣ କରିଥିବା ଅଗ୍ନିବୀରଙ୍କୁ ଗୃହମନ୍ତ୍ରାଳୟ ପକ୍ଷରୁ ସିଏପିଏଫ, ଆସାମ ରାଇଫଲ୍ସରେ ନିଯୁକ୍ତି ସମୟରେ ୧୦% ସଂରକ୍ଷଣ ଦିଆଯିବ ବୋଲି ଶନିବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଥିସହ ନିଯୁକ୍ତି ବେଳେ ସେମାନଙ୍କର ବୟସ ୩ବର୍ଷ କୋହଳ କରାଯିବ । ଅନ୍ୟ ପକ୍ଷରେ ପ୍ରଥମ ବ୍ୟାଚର ଅଗ୍ନିବୀରଙ୍କ ପାଇଁ ନିର୍ଦ୍ଧାରିତ ବୟସ ସୀମାର ୫ବର୍ଷ କୋହଳ କରାଯିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି
Comments are closed.